ଶ୍ରୀକୃଷ୍ଣଙ୍କ ଏହି ୧୦୮ଟି ନାଁକୁ ଜପ କରିବା ଦ୍ୱାରା ଦୂର ହୋଇଥାଏ ଜୀବନର ସବୁ ଦୁଃଖ

ଶ୍ରୀକୃଷ୍ଣକୁ କାହ୍ନା, ଶ୍ୟାମ, କେଶବ, ଗୋପାଳ, ଦ୍ୱାରିକାଧୀଶ ଆଦି ନାଁରେ ଭକ୍ତମାନେ ଡାକିଥାନ୍ତି। କିନ୍ତୁ ଭଗବାନଙ୍କର କେବଳ ଏତିକି ନାଁ ନାହିଁ। ତାଙ୍କ ଅନେକ ନାମ ରହିଛି। ପୌରାଣିକ ଗ୍ରନ୍ଥ ଅନୁସାରେ ଭଗବାନଙ୍କର ମୋଟ ୧୦୮ଟି ନାଁ ରହିଛି। ଯଦି ଜଣେ ଶୁଦ୍ଧପୂତ ଭାବେ ଏହି ନାଁ ଧରି ଭଗବାନଙ୍କୁ ଡାକେ ତେବେ ସେ ‘ଓ’ କରିଥାନ୍ତି। ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କର ୧୦୮ଟି ନାମ କ’ଣ …

୧.ଅଚଳା
୨.ଅଚ୍ୟୁତ
୩.ଅଦ୍ଭୁତ
୪.ଆଦିଦେବ
୫.ଆଦିତ୍ୟ
୬.ଅଜନ୍ମ
୭. ଅଜୟା
୮.ଅକ୍ଷରା
୯. ଅମୃତ
୧୦.ଅନାଦ
୧୧.ଆନନ୍ଦ ସାଗର
୧୨.ଅନନ୍ତ
୧୩.ଅନନ୍ତଜିତ୍‌
୧୪.ଅନୟା
୧୫.ଅନିରୁଦ୍ଧ
୧୬. ଅପରାଜିତ
୧୭.ଅବ୍ୟୁକ୍ତ
୧୮.ବାଳ ଗୋପାଳ
୧୯.ବଳି
୨୦.ଚତୁର୍ଭୂଜ
୨୧.ଦାନବେନ୍ଦ୍ର
୨୨.ଦୟାଳୁ
୨୩.ଦୟାନିଧି
୨୪.ଦେବାଧିଦେବ
୨୫.ଦେବକୀନନ୍ଦନ

Krishna's manifold avatars୨୬.ଦେବେଶ
୨୭.ଧର୍ମାଧ୍ୟକ୍ଷ
୨୮.ଦ୍ୱାରିକାଧୀଶ
୨୯.ଗୋପାଳ
୩୦.ଗୋପାଳପ୍ରିୟ
୩୧.ଗୋବିନ୍ଦ
୩୨.ଜ୍ଞାନେଶ୍ୱର
୩୩.ହରି
୩୪.ହିରଣ୍ୟଗର୍ଭ
୩୫.ଋଷିକେଶ
୩୬.ଜଗତ୍‌ଗୁରୁ
୩୭.ଜଗଦୀଶ
୩୮.ଜଗନ୍ନାଥ
୩୯.ଜନାର୍ଦ୍ଦନ
୪୦.ଜୟନ୍ତ
୪୧.ଜ୍ୟୋତିରାଦିତ୍ୟ
୪୨.କମଳନାଥ
୪୩.କମଳନୟନ
୪୪.କାମଶାନ୍ତକ
୪୫.କଞ୍ଜଲୋଚନ
୪୬.କେଶବ
୪୭.କୃଷ୍ଣ
୪୮.ଲକ୍ଷ୍ମୀକାନ୍ତ
୪୯.ଲୋକାଧ୍ୟକ୍ଷ
୫୦.ମଦନ

5 amazing legends and mythology about Lord Krishna's association ...୫୧.ମାଧବ
୫୨.ମଧୁସୂଦନ
୫୩.ମହେନ୍ଦ୍ର
୫୪.ମନମୋହନ
୫୫.ମନୋହର
୫୬.ମୟୂର
୫୭.ମୋହନ
୫୮.ମୁରଲୀ
୫୯.ମୁରଲୀଧର
୬୦.ମୁରଲୀ ମନୋହର
୬୧.ନନ୍ଦଗୋପାଳ
୬୨.ନାରାୟଣ
୬୩.ନିରଞ୍ଜନ
୬୪.ନିର୍ଗୁଣ
୬୫.ପଦ୍ମହସ୍ତ
୬୬.ପଦ୍ମନାଭ
୬୭.ପରଂବ୍ରହ୍ମ
୬୮.ପରମାତ୍ମା
୬୯.ପରମ ପୁରୁଷ
୭୦.ପାର୍ଥସାରଥୀ
୭୧.ପ୍ରଜାପତି
୭୨.ପୁଣ୍ୟ
୭୩.ପୁରୁଷୋତ୍ତମ
୭୪.ରବିଲୋଚନ
୭୫.ସହସ୍ରାକାଶ

A story of Sri Sri Krishna | Drops Of Time୭୬.ସହସ୍ରଜିତ୍‌
୭୭.ସହସ୍ରପାତ
୭୮.ସାକ୍ଷୀ
୭୯.ସନାତନ
୮୦.ସର୍ବଜନ
୮୧.ସର୍ବପାଳକ
୮୨.ସର୍ବେଶ୍ୱର
୮୩.ସତ୍ୟବଚନ
୮୪.ସତ୍ୟବ୍ୟ
୮୫.ଶନ୍ତ
୮୬.ଶ୍ରେଷ୍ଠ
୮୭.ଶ୍ରୀକାନ୍ତ
୮୮.ଶ୍ୟାମ
୮୯. ଶ୍ୟାମସୁନ୍ଦର
୯୦.ସୁଦର୍ଶନ
୯୧.ସୁମେଧ
୯୨.ସୁରେଶମ
୯୩.ସ୍ୱର୍ଗପତି
୯୪.ତ୍ରିବିକ୍ରମ
୯୫.ଉପେନ୍ଦ୍ର
୯୬.ବୈକୁଣ୍ଠନାଥ
୯୭.ବର୍ଦ୍ଧମାନ
୯୮.ବାସୁଦେବ
୯୯.ବିଷ୍ଣୁ
୧୦୦.ବିଶ୍ୱଦକ୍ଷିଣ
୧୦୧.ବିଶ୍ୱକର୍ମା
୧୦୨.ବିଶ୍ୱମୂର୍ତ୍ତି
୧୦୩. ବିଶ୍ୱରୂପା
୧୦୪.ବିଶ୍ୱାତ୍ମା
୧୦୫.ବୃଷପର୍ବ
୧୦୬.ଯଜବେନ୍ଦ୍ର
୧୦୭.ଯୋଗୀ
୧୦୮.ଯୋଗିନାମ୍ପତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.