ଗଜପତି ନଗରରେ ଥିବା କୋଚିଂ ସେଣ୍ଟର ସିଲ୍‌, କୋଭିଡ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁରରେ କୋଚିଂ ସେଣ୍ଟର ସିଲ୍‌ । ଗଜପତି ନଗରରେ ଥିବା କୋଚିଂ ସେଣ୍ଟର ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । କୋଭିଡ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ କୋଚିଂ ସେଣ୍ଟର ସିଲ୍‌ କରାଯାଇଛି । ଲକ୍‌ଡାଉନ୍‌ ସମୟରେ କୋଚିଂ ସେଣ୍ଟର ଖୋଲିବାକୁ ମନା କରିବା ସତ୍ତ୍ୱେ ଖୋଲାଯାଇଥିଲା । ବାହାରପଟୁ ତାଲା ପକାଇ ଭିତରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଥିଲା ।

Leave A Reply

Your email address will not be published.