ଭୁବନେଶ୍ବର: ଆଜି ରାଜ୍ଯରେ ୩୪୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୦୯୪ ଏବଂ ଲୋକାଲ୍ କେସରୁ ୧୩୯୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୩୧,୩୮୨ ରେ ପହଁଚିଛି। ଏମାନଙ୍କ ୯୯,୩୯୮ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୧,୩୬୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୫୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 7th September
New Positives Cases: 3490
In quarantine: 2094
Local contacts: 1396(Details of local contacts will be shared by concerned District Administration)
District Wise Cases
1. Angul: 38
2. Balasore: 92
3. Bargarh: 81
4. Bhadrak: 89
5. Balangir: 110— I & PR Department, Odisha (@IPR_Odisha) September 8, 2020
ସେହିପରି ଅନୁଗୁଳରୁ ୩୮, ବାଲେଶ୍ବରରୁ ୯୨, ବରଗଡରୁ ୮୧, ଭଦ୍ରକରୁ ୮୯, ବଲାଙ୍ଗିରରୁ ୧୧୦, ବୌଦ୍ଧରୁ ୨୫, କଟକରୁ ୩୭୬, ଦେଓଗଡ ୨୭,ଢେଙ୍କାନାଳରୁ ୮୧, ଗଜପତିରୁ ୫୩, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୭୮, ଝାରସୁଗୁଡା ୧୦୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୮୪, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୫୫, କୋରାପୁଟରୁ ୯୩, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୨୦୭, ନବରଙ୍ଗପୁରରୁ ୪୦, ନୟାଗଡରୁ ୩୪, ନୂଆପଡାରୁ ୧୦୨, ପୁରୀରୁ ୨୧୭, ରାୟଗଡାରୁ ୨୦୬, ସମ୍ବଲପୁରରୁ ୮୫, ସୋନପୁରରୁ ୧୦୭ ଏବଂ ସୁନ୍ଦରଗଡରୁ ୬୪ ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୧୦୨ଜଣ ଚିହ୍ନଟ ହୋଇଛନ୍ତି।
6. Boudh: 25
7. Cuttack: 376
8. Deogarh: 27
9. Dhenkanal: 81
10. Gajapati: 53
11. Ganjam: 69
12. Jagatsinghpur: 91
13. Jajpur: 178
14. Jharsuguda: 103
15. Kalahandi: 39
16. Kandhamal: 84
17. Kendrapada: 85
18. Keonjhar: 55
19. Khurda: 535
20. Koraput: 93
21. Malkangiri: 22— I & PR Department, Odisha (@IPR_Odisha) September 8, 2020
ସେହିପରି ଆଜି ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍ । ଏମାନଙ୍କ ଭିତରୁ ପୁରୀରୁ ୩ଜଣଙ୍କ ଜୀବନ ଯାଇଛି । ଏହାସହ ଗଞ୍ଜାମ,ମୟୁରଭଞ୍ଜ ଓ ଗଞ୍ଜାମରୁ ଦୁଇ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବର,କଟକ,କନ୍ଧମାଳ ଏବଂ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬୯ ମୃତ୍ୟୁକୁ ବୃଦ୍ଧି ପାଇଛି ।
22. Mayurbhanj: 207
23. Nawarangpur: 40
24. Nayagarh: 34
25. Nuapada: 102
26. Puri: 217
27. Rayagada: 206
28. Sambalpur: 85
29. Sonepur: 107
30. Sundargarh: 64
31. State Pool: 102New Recovery: 3034
Cumulative Tested: 2184841
Positive: 131382
Recovered: 99398
Active Case: 31362— I & PR Department, Odisha (@IPR_Odisha) September 8, 2020