ସଫେଇ କର୍ମଚାରୀଙ୍କ ଠାରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ); କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଜଣେ ସଫେଇ କର୍ମଚାରୀ ନେଲେ ଟିକା । ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହାପରେ କ୍ୟାପିଟାଲ ହପସିଟାଲ ନିର୍ଦ୍ଦେଶକ ଟିକା ନେଇଥିଲେ । ଏହାସହ କ୍ୟାପିଟାଲ ହସପିଟାଲର ଡାକ୍ତର ଟିକା ନେଇଛନ୍ତି । ୩୦ଟି ଜିଲ୍ଲାରେ ଆଜି କୋଭିସିଲଡ

ଟିକା ଦିଆଯାଉଥିବା ବେଳେ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଛି । ୨୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକା ସାରିବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.