Browsing Tag

vaccination in odisha

କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ, ସାଢେ ୩ କୋଟି ଟପିବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ । ଓଡ଼ିଶାରେ ସାଢେ ୩ କୋଟି ଟପିବ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୬ଲକ୍ଷ ୪୧ ହଜାର ୪୯୧ ଡୋଜ୍‌ ଟିକାକରଣ ହୋଇଛି। ପ୍ରଥମ ଡୋଜ୍‌ ନେଇଛନ୍ତି ୨କୋଟି ୪୪ଲକ୍ଷ ୭୯ହଜାର ୩୭୬ଜଣ। ସେହିପରି ଦ୍ୱିତୀୟ ଡୋଜ୍‌ ନେଇଛନ୍ତି…

ଆଜି ରାଜ୍ୟର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଧିମେଇଲା ଟିକାକରଣ। ଆଜି ରାଜ୍ୟର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ ସୋନପୁରରେ ବନ୍ଦ ରହିବ ଟିକାକରଣ । ସେହିଭଳି…

ରାଜ୍ୟରେ ଧିମେଇଲା ଟିକାକରଣ, ଆଜି ୧୭ ଜିଲ୍ଲାରେ ବନ୍ଦ ରହିବ ସମସ୍ତ କେନ୍ଦ୍ର

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଧିମେଇଲା ଟିକାକରଣ। ଟିକା ଅଭାବ ପାଇଁ ବହୁ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି। ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ,କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ,…

ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ । କୋଭିସିଲ୍ଡ୍‌ ଟିକାର ଅଭାବ କାରଣରୁ ବନ୍ଦ ରହିବ ଭ୍ୟାକ୍‌ସିନେସନ୍‌ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ,…

ସଫେଇ କର୍ମଚାରୀଙ୍କ ଠାରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ); କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଜଣେ ସଫେଇ କର୍ମଚାରୀ ନେଲେ ଟିକା । ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହାପରେ କ୍ୟାପିଟାଲ ହପସିଟାଲ ନିର୍ଦ୍ଦେଶକ ଟିକା ନେଇଥିଲେ । ଏହାସହ କ୍ୟାପିଟାଲ ହସପିଟାଲର ଡାକ୍ତର ଟିକା ନେଇଛନ୍ତି । ୩୦ଟି ଜିଲ୍ଲାରେ ଆଜି କୋଭିସିଲଡ…

ଆଜି ସକାଳ ସାଢ଼େ ଦଶ ଟାରେ ଆରମ୍ଭ ହେବ ଟିକାକରଣ, ଗୋଟିଏ ଦିନରେ ଭ୍ୟାକ୍ସିନ ନେବେ ୧୬ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର(କେ ନ୍ୟୁଜ): ଟିକାକରଣ ପାଇଁ ତୟାର ସାରା ଓଡ଼ିଶା ତୟାର । ରାଜ୍ୟରେ ୧୬୧ଟି ଭ୍ୟାକସିନ କେନ୍ଦ୍ରରେ ସରିଛି ସବୁ ପ୍ରସ୍ତୁତି । ଭ୍ୟାକସିନ୍‌ କେନ୍ଦ୍ରରେ ପହଞ୍ଚି ସାରିଛି କୋଭିଡ୍‌ ଟିକା ଓ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ମିଳିବ…

ରାଜ୍ୟର ୧୬୦ଟି ସେସନ ସାଇଟରେ ହେବ ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟର ୧୬୦ଟି ସେସନ ସାଇଟରେ ଟିକାକରଣ ହେବ। ଏଥିରେ ସରକାରୀ ଡାକ୍ତରଖାନା, ସିଏଚସି, ପିଏଚ୍‌ସି, ପ୍ରାଇଭେଟ ହସ୍‌ପିଟାଲ ଆଦି ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେସନ ସାଇଟ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ଟିକାକରଣ ନେଇ କିପରି ପ୍ରସ୍ତୁତି…