ଏ ନେଇ ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଶାପାନ କରି ଡିୟୁଟି କରିବା ଏବଂ ଡିୟୁଟିରେ ଅବହେଳା କରିଥିବା କାରଣରୁ ସୋରେନ୍ଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।