ଶିଶୁପୁତ୍ରକୁ ଜନ୍ମ ଦେଲେ ଅନୀତା ହଂସନନ୍ଦାନୀ, ପୋଷ୍ଟ ସେୟାର କରି ଜଣାଇଲେ ରୋହିତ

ନାଗିନ ଫେମ୍ ଅନୀତା ହଂସନନ୍ଦାନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ୯ ଫେବ୍ରୁଆରୀକୁ ରୋହିତ ରେଡି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ବିଷୟରେ ଜଣାଇଛନ୍ତି। ଅନୀତାଙ୍କ ଶିଶୁପତ୍ର ଜନ୍ମକୁ ନେଇ ଫ୍ଯାନ ମଧ୍ୟ ବେଶ ଖୁସି ଅଛନ୍ତି। ଅନୀତାଙ୍କ ଖୁସି ଖବର ପରେ ବଲିଉଡରୁ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି।

 

View this post on Instagram

 

A post shared by Rohit Reddy (@rohitreddygoa)

ସୂଚନାଯୋଗ୍ଯ, ଅନୀତା ଏବଂ ରୋହିତ ଏହି ଖୁସି ଖବର ଫ୍ଯାନଙ୍କୁ ଅକ୍ଟୋବର ମାସରେ ଦେଇଥିଲେ। ଅନୀତା ଓ ରୋହିତ ୨୦୧୩ରେ ବିବାହ କରିଥିଲେ। ବିବାହର ୭ ବର୍ଷ ପରେ ସେମାନଙ୍କ ଘରକୁ କୁନି ଅତିଥି ଆସୁଛି। କେବଳ ଟିଭି ନୁହେଁ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି ଅନୀତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.