ଭୁବନେଶ୍ବର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ୍ ସଂଖ୍ଯା । ଦିନକରେ ୮୦୦ ଶହ ପାଖାପାଖି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୭୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ ସେଣ୍ଟରରୁ ୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଲୋକାଲ୍ କେସରୁ ୩୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଦିନରେ ୧୧୮ ନୂଆ କେସ୍ ସାମ୍ନାକୁ ଆସିଛି ।
Covid-19 Report For 6th April
New Positive Cases: 791
In quarantine: 459
Local contacts: 332(Details of local contacts will be shared by concerned District Administration)
District Wise Cases:
1. Angul: 17
2. Balasore: 6
3. Bargarh: 48
4. Bhadrak: 10
5. Balangir: 14— I & PR Department, Odisha (@IPR_Odisha) April 7, 2021
ସେହିପରି ଅନୁଗୁଳରୁ ୧୭, ବାଲେଶ୍ବରରୁ ୬, ବରଗଡରୁ ୪୮, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧୪, ବୌଦ୍ଧରୁ ୨, କଟକରୁ ୪୬, ଦେଓଗଡରୁ ୧, ଢେଙ୍କାନାଳରୁ ୩, ଗଞ୍ଜାମରୁ ୯,ଜଗତସିଂହପୁରରୁ ୯, ଯାଜପୁରରୁ ୧୬,ଝାରସୁଗୁଡାରୁ ୩୧,କଳାହାଣ୍ଡିରୁ ୩୮,କନ୍ଧମାଳରୁ ୪,କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୩୯, କୋରାପୁଟ ୯,ମାଲକାନଗିରି ୨, ମୟୁରଭଞ୍ଜ ୨୪, ନବରଙ୍ଗପୁର ୨୩, ନୟାଗଡ ୭,ନୂଆପଡା ୩୧,ପୁରୀ ୪୩,ରାୟଗଡା ୧୪,ସମ୍ବଲପୁର ୪୫,ସୋନପୁର ୭ ଓ ଷ୍ଟେଟ ପୁଲରୁ ୨୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
6. Boudh: 2
7. Cuttack: 46
8. Deogarh: 1
9. Dhenkanal: 3
10. Ganjam: 9
11. Jagatsinghpur: 9
12. Jajpur: 16
13. Jharsuguda: 31
14. Kalahandi: 38
15. Kandhamal: 4
16. Kendrapada: 1
17. Keonjhar: 39
18. Khurda: 118
19. Koraput: 9
20. Malkangiri: 2
21. Mayurbhanj: 24— I & PR Department, Odisha (@IPR_Odisha) April 7, 2021
22. Nawarangpur: 23
23. Nayagarh: 7
24. Nuapada: 31
25. Puri: 43
26. Rayagada: 14
27. Sambalpur: 45
28. Sonepur: 7
29. Sundargarh: 147
30. State Pool: 27New recoveries: 266
Cumulative tested: 9244574
Positive: 344647
Recovered: 338416
Active cases: 4255— I & PR Department, Odisha (@IPR_Odisha) April 7, 2021
ଅନ୍ଯପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ୩ଲକ୍ଷ ୪୪ହଜାର ୬୪୭କୁ ବୃଦ୍ଧି ପାଇଛି। ୩ଲକ୍ଷ ୩୮ହଜାର ୪୧୬ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୪ହଜାର ୨୫୫।