ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣ, ଗଲା ୨ଜଣଙ୍କ ପ୍ରାଣ

ଅନୁଗୁଳ: ହାତୀ ଆକ୍ରମଣରେ ୨ମୃତ । ମହୁଲ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ । ମୃତକ ହେଲେ ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁ ସୁଆଦି ସେଠି । ସେହିପରି ଶୌଚ ହେବାକୁ ଯାଇଥିବା ବେଳେ ଗାଁର କାଠିଆ ପାଣିଗ୍ରାହୀଙ୍କୁ କଚାଡି ମାରିଲା ହାତୀ ।

ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ହାତୀ ଆକ୍ରମଣରେ ବହୁ ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.