କଟକ: ପୁଣି ଧରା ହେଲା ବଜ୍ରକାପ୍ତା । କଟକ ବଡ଼ମ୍ବା ଅଞ୍ଚଳରୁ ଜବତ ହେଲା ବଜ୍ରକାପ୍ତା । ବାହାର ରାଜ୍ୟକୁ ବିକ୍ରି କରିବାକୁ ଯୋଜନା କରିବା ବେଳେ ଜବତ ହୋଇଛି । ଜଣେ ଏଜେଣ୍ଟ କେଶବ ସାହୁକୁ ଗିରଫ କରାଯାଇଛି ।
କେଶବ ଘର ଅଭିମାନପୁରରେ । ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୪ କେଜି । କ୍ରାଇମବ୍ରାଞ୍ଚ ଏସଟିଏଫ କଲା ଗିରଫ । ଗତ ଗୋଟିଏ ବର୍ଷ ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି ।