କଟକ ବଡ଼ମ୍ବା ଅଞ୍ଚଳରୁ ପୁଣି ଧରା ହେଲା ବଜ୍ରକାପ୍ତା, ଏଜେଣ୍ଟ ଗିରଫ

କଟକ: ପୁଣି ଧରା ହେଲା ବଜ୍ରକାପ୍ତା । କଟକ ବଡ଼ମ୍ବା ଅଞ୍ଚଳରୁ ଜବତ ହେଲା ବଜ୍ରକାପ୍ତା । ବାହାର ରାଜ୍ୟକୁ ବିକ୍ରି କରିବାକୁ ଯୋଜନା କରିବା ବେଳେ ଜବତ ହୋଇଛି । ଜଣେ ଏଜେଣ୍ଟ କେଶବ ସାହୁକୁ ଗିରଫ କରାଯାଇଛି ।

କେଶବ ଘର ଅଭିମାନପୁରରେ । ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୪ କେଜି । କ୍ରାଇମବ୍ରାଞ୍ଚ ଏସଟିଏଫ କଲା ଗିରଫ । ଗତ ଗୋଟିଏ ବର୍ଷ ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.