Browsing Tag

pangolin recovered

ଗାଁରେ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ବଜ୍ରକାପ୍ତା ଉଦ୍ଧାର

ମାଲକାନଗିରି(କେନ୍ୟୁଜ୍‌): ଯୁବକଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ଗାଁରେ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଗାଁରେ ବୁଲୁଥିବା ଦେଖି ଯୁବକ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ କର୍ମଚାରୀ ପହଁଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।…

କଟକ ବଡ଼ମ୍ବା ଅଞ୍ଚଳରୁ ପୁଣି ଧରା ହେଲା ବଜ୍ରକାପ୍ତା, ଏଜେଣ୍ଟ ଗିରଫ

କଟକ: ପୁଣି ଧରା ହେଲା ବଜ୍ରକାପ୍ତା । କଟକ ବଡ଼ମ୍ବା ଅଞ୍ଚଳରୁ ଜବତ ହେଲା ବଜ୍ରକାପ୍ତା । ବାହାର ରାଜ୍ୟକୁ ବିକ୍ରି କରିବାକୁ ଯୋଜନା କରିବା ବେଳେ ଜବତ ହୋଇଛି । ଜଣେ ଏଜେଣ୍ଟ କେଶବ ସାହୁକୁ ଗିରଫ କରାଯାଇଛି । କେଶବ ଘର ଅଭିମାନପୁରରେ । ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୪ କେଜି ।…