ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୭୫୭ । ଗୋଟିଏ ଦିନ ପରେ ଖୋର୍ଦ୍ଧାରେ ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୯୦୯ ଜଣ ପଜିଟିଭ୍ ବାହାରିଥିବାବେଳେ ଆଜି ୧୫୬୬ ନୂଆ କେସ୍ ରହିଛି। ଅର୍ଥାତ୍ ୬୫୭ ନୂଆ ପଜିଟିଭ୍ ବାହାରିଛନ୍ତି। ଦ୍ୱିତୀୟ ଆକ୍ରାନ୍ତ ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲାରୁ ୮୧୯ ନୂଆ କେସ୍ ରହିଛି। କଟକରେ ଗତକାଲି ଅପେକ୍ଷା ଦୈନିକ ସଂକ୍ରମଣ ୨୪୨ କମିଛି। କାଲି ୯୭୩ ପଜିଟିଭ୍ ବାହାରିଥିବାବେଳେ ଆଜି ୭୩୧ ରହିଛି। ସେହିଭଳି କଳାହାଣ୍ଡିରୁ ୫୯୯ ଓ ପୁରୀରୁ ୪୭୨ ପଜିଟିଭ୍ ବାହାରିଛନ୍ତି। ୫୬ହଜାର ୬୮୪ ଟେଷ୍ଟିଂ ମଧ୍ୟରୁ ୧୦ହଜାର ୩୨୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Covid-19 Report For 17th May
New Positive Cases: 10321
In quarantine: 5779
Local contacts: 4542(Details of local contacts will be shared by concerned Dist Administration)
District Wise Cases:
1. Angul: 471
2. Balasore: 269
3. Bargarh: 320
4. Bhadrak: 350
5. Balangir: 291— I & PR Department, Odisha (@IPR_Odisha) May 18, 2021
21. Malkangiri: 77
22. Mayurbhanj: 458
23. Nawarangpur: 334
24. Nayagarh: 273
25. Nuapada: 145
26. Puri: 472
27. Rayagada: 163
28. Sambalpur: 405
29. Sonepur: 73
30. Sundargarh: 819
31. State Pool: 246— I & PR Department, Odisha (@IPR_Odisha) May 18, 2021
New recoveries: 11821
Cumulative tested: 10997876
Positive: 633302
Recovered: 526353
Active cases: 104539— I & PR Department, Odisha (@IPR_Odisha) May 18, 2021
ଆଜି ପଜିଟିଭ୍ ହାର ରହିଛି ୧୮.୨୦ ପ୍ରତିଶତ। ଗତକାଲି ପଜିଟିଭିଟି ହାର ଥିଲା ୧୮.୪୦ ପ୍ରତିଶତ। ସଂକ୍ରମଣରେ ଟପ୍ ୫ରେ ରହିଛି ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, କଳାହାଣ୍ଡି, ପୁରୀ। ଆଜି ଆଉ ୨୨ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍ । ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ରହିଛି ୧ଲକ୍ଷ ୪ହଜାର ୫୩୯।