Browsing Tag

corona odisha

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜଣଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ। ମୃତକ ପୁରୀ ଜିଲ୍ଲାର ଜଣେ ଜଣେ ୬୮ ବର୍ଷ ବୟସ୍କ ପୁରୁଷ । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୨୩କୁ ବୃଦ୍ଧି ପାଇଛି । ଅନ୍ଯପଟେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୫ ନୂଆ କରୋନା ଆକ୍ରାନ୍ତ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୩୪୨ ପଜିଟିଭ୍‌ ଚିହ୍ନଟ, ୬୮ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୩୪୨ ପଜିଟିଭ୍‌ ଚିହ୍ନଟ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୦୨ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୧ ପ୍ରତିଶତ । ୨୪ ଘଣ୍ଟାରେ ୬୬ ହଜାର ୧୪୬ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ବାହାରିଲେ ୧୦ହଜାର ୩୨୧ ପଜିଟିଭ୍

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୭୫୭ । ଗୋଟିଏ ଦିନ ପରେ ଖୋର୍ଦ୍ଧାରେ ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୯୦୯ ଜଣ ପଜିଟିଭ୍‌…

ସଂକ୍ରମଣ ବଢୁଥିବାବେଳେ ଆଜି ଓଡ଼ିଶାରେ ସୁସ୍ଥ ହେଲେ ୪୦୮୯ ସଂକ୍ରମିତ

ଭୁବନେଶ୍ୱର (କେନ୍ୟୁଜ) : ଯେମିତି ଯେମିତି କରୋନା ସଂକ୍ରମଣ ବଢୁଛି ସେମିତି ସେମିତି ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି। ଆଜି ରାଜ୍ୟରେ ଆଉ ୪୦୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୩ ଲକ୍ଷ ୭୧ ହଜାର ୨୦୦ ଜଣ ସୁସ୍ଥ ହୋଇସାରିଲେଣି । ଏହାକୁ ନେଇ…

ରାଜ୍ୟରେ କରୋନାକୁ ପୂରିଲା ବର୍ଷେ, ଆଜିର ଦିନରେ ଚିହ୍ନଟ ହୋଇଥିଲେ ଓଡିଶାର ପ୍ରଥମ କରୋରା ସଂକ୍ରମିତ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଓଡ଼ିଶାର କୋଭିଡ୍‌ ମୁକାବିଲାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି । ରାଜ୍ୟ ଆଗୁଆ ପଦକ୍ଷେପ ନେଇଥିଲା । କୋଭିଡ୍‌ ପାଦ…

ଆଜି ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟ ୧୬ ଜଣ ସୁରତ ଫେରନ୍ତା । ଗଞ୍ଜାମର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ସେହିପରି ମୟୂରଭଞ୍ଜର ଦୁଇ ଜଣ ଓ ଭଦ୍ରକର ଜଣେ ଆକ୍ରାନ୍ତ ମଧ୍ୟ ସୁରତରୁ ଫେରିଛନ୍ତି । ରାଉରକେଲାର ଆକ୍ରାନ୍ତ କଣ୍ଟେନ୍‌ମେଣ୍ଟ ଅଞ୍ଚଳର । ସମସ୍ତ ୧୭ ଆକ୍ରାନ୍ତ…

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରୟାସ: ଆଜି କୋରାପୁଟ, ଢେଙ୍କାନାଳ ଓ ବାଲେଶ୍ୱରରେ ଶୁଭାରମ୍ଭ ହେଲା…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ବିଷୁବ ସଂକ୍ରାନ୍ତି ଅବସରରେ ରାଜ୍ୟର ୩ଟି ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ୍‌-୧୯ ହସପିଟାଲ । କୋରାପୁଟ, ବାଲେଶ୍ୱର ଓ ଢେଙ୍କାନାଳରେ ଏହି ହସପିଟାଲ ଆରମ୍ଭ ହୋଇଛି । ଜୟପୁର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରୟାସ । ଜନସାଧାରଣଙ୍କ…

ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବର୍ତ୍ତମାନର କରୋନା ଅପଡେଟ, ଜାଣନ୍ତୁ ଆଜି କେତୋଟି ରକ୍ତ ନମୁନା ପରୀକ୍ଷା କରାଯାଇଛି ଓ…

କେନ୍ୟୁଜ (ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବର୍ତ୍ତମାନର କରୋନା ଅପଡେଟ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୯୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା ବେଳେ ସେଥିରେ ପଜେଟିଭଙ୍କ ସଂଖ୍ୟା ୨୦ରେ ସୀମିତ ରହିଛି। ଯେକୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ପାଇଁ ୧୦୪ ହେଲ୍ପଲାଇନ ନମ୍ବରରେ…

ସମ୍ପୂର୍ଣ୍ଣ ୩୦ଟି ଜିଲ୍ଲାରେ ମାର୍ଚ୍ଚ ୨୯ ଯାଏ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ବଢ଼ିଲା କରୋନା କଟକଣା । ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ଯାଏ ଏହି କଟକଣା ଲାଗୁ ହେବ ବୋଲି ଏବେ ଏବେ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।…