DRDOରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ: ବିନା ପରୀକ୍ଷାରେ କରିବେ ଚାକିରି, କେବଳ ଏହି ଲିଙ୍କରେ କ୍ଲିକ କରନ୍ତୁ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗକୁ ହାତଛଡା କରନ୍ତୁନାହିଁ। ଏଥିପାଇଁ DRDOର ରକ୍ଷା ପ୍ରୟୋଗଶାଳ, ଯୋଧପୁର ପକ୍ଷରୁ ଭର୍ତ୍ତି କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଯେଉଁମାନେ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆବେଦନ କରିବା ପାଇଁ ଅଧିକାରକ ୱେବସାଇଟ୍ drdo.gov.inକୁ ଯାଇ ଆପ୍ଲାଏ କରିପାରିବେ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ https://apprenticeshipindia.org/login । ଏହା ସହିତ ଏହି ଲିଙ୍କରେ https://www.drdo.gov.in/home ଯାଇ ଅଧିକାରକ ନୋଟିଫିକେସନ ଦେଖିପାରିବେ। ଏହି ଭର୍ତ୍ତି ମୋଟ ୪୭ ପଦବୀରେ ହେବ।

ଗୁରୁତ୍ବପୂର୍ଣ୍ଣ ତାରିଖ: ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୫ ଜୁନ୍ ରହିଛି।

ପଦବୀ ବିବରଣୀ :୪୭

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ଗ୍ରାଜୁଏଟ୍ ଡିଗ୍ରୀ କରିବା ସହିତ ସମ୍ବନ୍ଧୀତ ବିଷୟରେ ଆଇଟିଆଇ ସାର୍ଟିଫିକେଟ ରଖିଥିବା ଜରୁରୀ।

ଷ୍ଟାଇପେଣ୍ଡ: ଇଚ୍ଛୁକ ପ୍ରାର୍ଥୀ ଷ୍ଟାଇପେଣ୍ଡ ଭାବେ ମାସକୁ ୭ ହଜାର ଟଙ୍କା ଦିଆଯିବ।

Leave A Reply

Your email address will not be published.