ଭିଜିଲାନ୍ସ ଜାଲରେ TDCC ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି, କାର୍ ଭିତରୁ ଜବତ ହେଲା ୧୯ଲକ୍ଷ ଟଙ୍କା

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ TDCC ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ୧୯ଲକ୍ଷ ଟଙ୍କା ନେଇ କାରରେ ଘରକୁ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍‌ସ ଟିମ୍‌ ତାଙ୍କ ପିଛା କରିଥିଲା।

ଟୋଲ୍‌ ପ୍ଲାଜାରେ ଅଟକାଇ ଯାଞ୍ଚ କରିବା ପରେ ଗାଡିରୁ ଟଙ୍କା ଜବତ କରାଯାଇଥିଲା। ୨୦୧୮ରୁ ଜୟପ୍ରକାଶ ମହାନ୍ତିଙ୍କ ନାଁରେ ଅଭିଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.