କେନ୍ୟୁଜ୍(ବ୍ୟୁରୋ): କୋଭିଡର ସଫଳ ମୁକାବିଲା କରୁଛି ଦେଶ । ଭାରତରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚାଲିଛି । ଅଳ୍ପ ଦିନ ମଧ୍ୟରେ ବୈଜ୍ଞାନିକମାନେ ଟିକା ଉତ୍ପାଦନ କରିଛନ୍ତି । ୭୫ତମ ସ୍ୱାଧିନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରକୁ ସମ୍ବୋଧନ କରଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
All of us should imbibe the motto “मेरा हर काम, देश के नाम” as a mantra and work with full devotion and dedication for the development of the nation. pic.twitter.com/XMsWi7cWy0
— President of India (@rashtrapatibhvn) August 14, 2021
ଟୋକିଓ ଅଲିମ୍ପିକ୍ସରେ ଦେଶର ଗୌରବ ବଢ଼ାଇଥିବା ରାଷ୍ଟ୍ରପତି କହିଛନ୍ତି । ଅଲିମ୍ପିକ୍ସରେ ଝିଅମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ‘ଗ୍ରାମାଞ୍ଚଳରେ ବିକାଶ ଓ ପରିବର୍ତ୍ତନ ହେଉଥିବାରୁ କୋବିନ୍ଦ ଖୁସିବ୍ୟକ୍ତ କରିଛନ୍ତି ।