୭୫ତମ ସ୍ୱାଧିନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରକୁ ସମ୍ବୋଧନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କେନ୍ୟୁଜ୍(ବ୍ୟୁରୋ): କୋଭିଡର ସଫଳ ମୁକାବିଲା କରୁଛି ଦେଶ । ଭାରତରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚାଲିଛି । ଅଳ୍ପ ଦିନ ମଧ୍ୟରେ ବୈଜ୍ଞାନିକମାନେ ଟିକା ଉତ୍ପାଦନ କରିଛନ୍ତି । ୭୫ତମ ସ୍ୱାଧିନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରକୁ ସମ୍ବୋଧନ କରଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଟୋକିଓ ଅଲିମ୍ପିକ୍ସରେ ଦେଶର ଗୌରବ ବଢ଼ାଇଥିବା ରାଷ୍ଟ୍ରପତି କହିଛନ୍ତି । ଅଲିମ୍ପିକ୍ସରେ ଝିଅମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ‘ଗ୍ରାମାଞ୍ଚଳରେ ବିକାଶ ଓ ପରିବର୍ତ୍ତନ ହେଉଥିବାରୁ କୋବିନ୍ଦ ଖୁସିବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.