BHEL ରେ ବିନା ପରୀକ୍ଷାରେ କରନ୍ତୁ ଚାକିରି, ଖାଲିପଡିଛି ଟେକ୍ନିସିଆନ ପଦବୀ

ସରକାରୀ ଚାକିରି କରିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ। ଆଉ ଏଥିପାଇଁ ପ୍ରାର୍ଥୀ ମଧ୍ୟ ଅନେକ ଚେଷ୍ଟା ମଧ୍ୟ କରନ୍ତି। ଯଦି ଆପଣ ଏମିତି ଇଚ୍ଛା ରଖିଥାନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଡେଟ (BHEL) ପକ୍ଷରୁ ଡିପ୍ଲୋମା, B.E/B. Tech ପାସ୍ କରିଥିବା ପ୍ରାର୍ଥୀ ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.bhel.com/ କୁ ଯାଇ କ୍ଲିକ କରିପାରିବେ। ଏହାଛଡା ..ଲିଙ୍କ ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ପଢିପାରିବେ।

ପଦବୀ ବିବରଣୀ: ୬୧

ଗ୍ରାଜୁଏଟ ଆପାରଣ୍ଟିସ: ୩୬

BE/B.Tech Technician : ୨୫

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୦ ସେପ୍ଟେମ୍ବର ପର୍ଯ୍ଯନ୍ତ BHEL ହରିଦ୍ବାରର ଅଧିକାରକ ୱେବସାଇଟ hwr.bhel.com କୁ ଯାଇ ଆବେଦନ କରିପାରିବେ। ଅନଲାଇନ ଆବେଦନର ହାର୍ଡ କପି ସବମିଟ୍ କରିବାର ଶେଷ ତାରିଖ ୧୮ ସେପ୍ଟେମ୍ବର ରହିଛି।

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀଙ୍କ ପାଖରେ ପୋଷ୍ଟ ଯୋଗ୍ଯତା ଅଭିଜ୍ଞତା ସହିତ ୧ ବର୍ଷର ପ୍ରାକ୍ଟିସ କରିଥିବା ସହିତ ଏମବିବିଏସରେ ଡିଗ୍ରୀ ହେବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଅଧିକ ବୟସ ୨୭ ବର୍ଷ ହେବା ଜରୁରୀ।

ଦରମା: ଗ୍ରାଜୁଏଟ ପ୍ରାର୍ଥୀ ମାସକୁ ୯ ହଜାର ଏବଂ ଟେକ୍ନିସିଆନ ପଦବୀରେ ଭର୍ତ୍ତି ହୋଇଥିବା ପ୍ରାର୍ଥ ୮ ହଜାର ମାସକୁ ପାଇବେ।

କେମିତି କରିବେ ଆବେଦନ: ଏହି ପଦବୀ ପାଇଁ ଇଚ୍ଛୁକ bhel ର ଅଫିସିଆଲ ୱେବସାଇଟକୁ ଯାଇ ୧୦ ସେପ୍ଟେମ୍ବର ମଧ୍ୟରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

https://hwr.bhel.com/recruitment/GdDpAppr/diploma_main.jsp

https://bpl.bhel.com/bplweb_new/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.