ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଚଳାଇବାବେଳେ ସାବଧାନ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।
ବୃଷ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ।
ମିଥୁନ : ପରିବାରରେ ଶାନ୍ତି ମିଳିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ ।
କର୍କଟ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଆୟ ମଧ୍ୟମ ରହିବ । ଧର୍ମ କାର୍ଯ୍ୟରେ ଯୋଗ ଦେବେ ।
ସିଂହ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । କୋର୍ଟକଚେରୀ ମାମଲାଠାରୁ ଦୂରେଇ ରହନ୍ତୁ । ମାନସିକ ଅଶାନ୍ତି ଭୋଗିବେ ।
କନ୍ୟା : ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ଆୟ ମଧ୍ୟମ ରହିବ । ଭ୍ରମଣ ଯୋଗ ରହିଛି ।
ତୁଳା : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।
ବିଛା : ଶରୀର ଅସୁସ୍ଥ ରହିବ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଆଳସ୍ୟପଣକୁ ଦୂର କରନ୍ତୁ ।
ଧନୁ : ପିତୃତୁଲ୍ୟ ବ୍ୟକ୍ତିଙ୍କ ସମ୍ମାନ କରନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।
ମକର : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟୋକ କାର୍ଯ୍ୟ କରନ୍ତୁ ।
କୁମ୍ଭ : ମାନସମ୍ମାନ ପ୍ରାପ୍ତି ହେବ । ଶତ୍ରୁ ବୃଦ୍ଧି ସହ ଚିନ୍ତା ବୃଦ୍ଧି ହେବ । ଗୁରୁଜନଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ମୀନ : କର୍ମକ୍ଷେତ୍ରରେ ସଜାଗ ରହିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅହଂକାର ତ୍ୟାଗ କରନ୍ତୁ ।