କନ୍ଧମାଳ: ପ୍ରାଣଘାତି କଳିଙ୍ଗା ଘାଟିରେ ପୁଣି ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨୦ ଆହତ

କନ୍ଧମାଳ(କେନ୍ୟୁଜ୍):କଳିଙ୍ଗାଘାଟିରେ ପଶ୍ଚିମବଙ୍ଗର ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଭଞ୍ଜନଗରରୁ ଫୁଲବାଣୀ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗରୁ ଦାରିଙ୍ଗିବାଡି ବୁଲି ଫେରିବା ବେଳେ ବସ ଭାରସାମ୍ୟ ହରାଇ କଳିଙ୍ଗାଘାଟିର ସାଇଡ ୱାଲରେ ପିଟି ହୋଇ ରାସ୍ତାରୁ ଖସିଯାଇଥିଲା। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

accident

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ କରିଛନ୍ତି। ସମସ୍ତ ଆହତଙ୍କୁ ଜି. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.