ସବୁଠୁ ଶସ୍ତାରେ ଏହି ୫୫ ଇଞ୍ଚ ର ସ୍ମାର୍ଟ ଟିଭି, ଅଫରରେ ୨୦ ହଜାର ପର୍ଯ୍ୟନ୍ତ ଡ଼ିସକାଉଣ୍ଟ
ଶସ୍ତାରେ ଟିଭି ଚାହୁଁଛନ୍ତି ତ ଆମାଜନରେ କିଣନ୍ତୁ OnePlus 55 Inch Smart TV ବହୁତ ଶସ୍ତାରେ | ଏହି ଟିଭି ଉପରେ ସିଧାସଳଖ 18 ହଜାର ଟଙ୍କାର ରିହାତି ଅଫର ରହିଛି |
ଏହି ଟିଭିର ଦାମ 59,999 ଟଙ୍କା ରହିଥିବା ବେଳେ ପୁରା 23 % ଡ଼ିସକାଉଣ୍ଟ ପରେ 45,999 ଟଙ୍କାରେ ଏହାକୁ କିଣି ପାରିବେ | 14,000 ଟଙ୍କାର ଫ୍ଲାଟ ଅଫର ପରେ ଯଦି CITI କାର୍ଡରେ ପେମେଣ୍ଟ କରନ୍ତି 4 ହଜାର ଟଙ୍କାର କ୍ୟାସବ୍ୟାକ ମିଳିବ |
OnePlus 55 inches ଟିଭିର ଫିଚର୍ସ :
– ଏହି ଟିଭିର Resolution 4K Ultra HD ଏବଂ Refresh Rate 60 Hertz ଥିବାବେଳେ ଟିଭିର ଡ଼ିସପ୍ଲେ Bezel-less Design ଵାଲା ଅଟେ |
– ଏହି ଟିଭିରେ ଏଲେକ୍ସା ସପୋର୍ଟ ରହିଛି ଯାହାଫଳରେ ଟିଭିରେ ଆପଣ କୌଣସି ବି ଭିଡ଼ିଓ, ସିରିଜ ବା ଫିଲ୍ମ ଦେଖିପାରିବେ | ଏହି ଟିଭିରେ ଗୁଗଲ ଆଶିଷ୍ଟ ମଧ୍ୟ ଦିଆଯାଇଛି |
– ଏହି ଟିଭିରେ କନେକଟିଭିଟି ପାଇଁ 3 HDMI ପୋର୍ଟ , 2 USB ପୋର୍ଟ ଏବଂ Dual-band Wi-Fi ଦିଆଯାଇଛି |
– ଏହି ଟିଭିରେ 30 Watts ସାଉଣ୍ଡ ଆଉଟପୁଟ ସହ Dynaudio ଓ Dolby Audio ଟେକ୍ନୋଲୋଜି ରହିଛି |
– ଏହି ଟିଭିରେ Netflix, Youtube, Prime Video, Hotstar, SonyLiv, Hungama, JioCinema, Zee5,
Eros Now, Oxygen Play ଭଳି ଟପ ଆପ୍ସ ରହିଛି |
– ଏହି ଟିଭିରେ 1 ବର୍ଷର ୱାରେଣ୍ଟି ଓ ଆମାଜନ ତରଫରୁ ଫ୍ରି ଇନଷ୍ଟାଲସନ ସୁବିଧା ଦିଆଯାଇଛି | ପ୍ରଡକ୍ଟରେ କିଛି ଅସୁବିଧା ଥିଲେ କିମ୍ବା ପସନ୍ଦ ନହେଲେ 10 ଦିନ ମଧ୍ୟରେ ରିପ୍ଲେସ କରିପାରିବେ |