ଅବକାରୀ ଫ୍ଲାଇଂ ସ୍କ୍ଵାଡ ହାତରେ ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର, ଲେଡ଼ି ଡ୍ରଗ୍‌ସ କୁଇନ୍‌ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର, ମହିଳା ଗିରଫ। ଅବକାରୀ ଫ୍ଲାଇଂ ସ୍କ୍ଵାଡ ହାତରେ ଧରାପଡିଲା ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର। ଲେଡ଼ି ଡ୍ରଗ୍‌ସ କୁଇନ୍‌କୁ ଗିରଫ କରିଛି ଅବକାରୀ ଟିମ୍‌। କ୍ୟାପିଟାଲ ଥାନା ପିଏଚ୍‌ଡ଼ି କଲୋନୀ କେଦାରପଲ୍ଲୀ ବସ୍ତିରେ ସୁଷମା ନାୟକକୁ ଗିରଫ କରିଛି ଅବକାରୀ ଫ୍ଲାଇଂ ସ୍କ୍ଵାଡ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.