ପୂର୍ବ ପ୍ରେମିକାକୁ ବିଚ ରାସ୍ତାରେ ମରଣାନ୍ତକ ଆକ୍ରମଣ କଲା ବିବାହିତ ପ୍ରେମିକ, ଝିଅକୁ ଆଣିବାକୁ ଯାଇଥିଲା ଯୁବତୀ

ବ୍ରହ୍ମପୁର (କେନ୍ୟୁଜ): ବିବାହିତା ଯୁବକ ବିବାହିତା ଯୁବତୀଙ୍କୁ ଆକ୍ରମଣ କରି ଗିରଫ। ଗତକାଲି ସନ୍ଧ୍ୟା ରେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ରଘୁନାଥପୁର ନଗରରେ ଘଟିଛି ଏହି ଘଟଣା। ପୂର୍ଵରୁ ଉଭୟେ ପରସ୍ପରକୁ ଭଲ ପାଉଥିଲେ ହେଲେ ଅଲଗା ଅଲଗା ବିବାହ କରିଥିଲେ। ମାଧୁରୀ ନିଜ ଝିଅ କୁ ଟିଉସନ ରୁ ଆଣିବା ବେଳେ ଟିଉସନ ଘରେ ପଶି ଶୁଭମ ତାଙ୍କୁ ଆକ୍ରମଣ କରିବା ସହ କାତି ସହ ଥାନା ରେ ଆତ୍ମସମର୍ପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.