ରାସ୍ତାରେ ଗୋରୁଙ୍କ ଉପରେ ଚଢିଗଲା ପାଇପ୍‌ ବୋଝେଇ ଟ୍ରଲର

ରାସ୍ତାରେ ଗୋରୁଙ୍କ ଉପରେ ଚଢିଗଲା ପାଇପ୍‌ ବୋଝେଇ ଟ୍ରଲର। ୯ ଗୋରୁ ମୃତ ୫ ରୁ ଉର୍ଦ୍ଧ୍ଵ ଟ୍ରକ ତଳେ ଚାପି ହୋଇ ରହିଥିବା ଜଣା ପଡିଛି।

ରାସ୍ତାରେ ଗୋରୁଙ୍କ ଉପରେ ଚଢିଗଲା ପାଇପ୍‌ ବୋଝେଇ ଟ୍ରଲର। ୯ ଗୋରୁ ମୃତ ୫ ରୁ ଉର୍ଦ୍ଧ୍ଵ ଟ୍ରକ ତଳେ ଚାପି ହୋଇ ରହିଥିବା ଜଣା ପଡିଛି। ଘଟଣା ଘଟିଛି ଆନ୍ତଃରାଜ୍ଯ ସୀମା ଜାମଶୋଳା ଠାରେ। ଡ୍ରାଇଭର ଫେରାର। ଘଟଣା ସ୍ଥଳରେ ଉତ୍ତେଜନା। ପୋଲିସ ଉପସ୍ଥିତ।

 

Leave A Reply

Your email address will not be published.