ସୋନପୁର ସହରର ବିଭନ୍ନ ହୋଟେଲରେ ଚଢ଼ାଉ, ୧୩ଟି ବେଆଇନ ଘରୋଇ ସିଲିଣ୍ଡର ଜବତ

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସହରର ବିଭିନ୍ନ ହୋଟେଲରେ ଚଢାଉ। ସୋନପୁର ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି । ଆଜି ଉପଜିଲ୍ଲାପାଳ ଇପ୍ସିତା ମିଶ୍ରଙ୍କ ନେତୃତ୍ଵରେ ସୋନପୁର ସହରରେ ଥିବା ବିଭିନ୍ନ ହୋଟେଲରେ ଚଢ଼ାଉ ହୋଇଥିଲା ।

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସହରର ବିଭିନ୍ନ ହୋଟେଲରେ ଚଢାଉ। ସୋନପୁର ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି । ଆଜି ଉପଜିଲ୍ଲାପାଳ ଇପ୍ସିତା ମିଶ୍ରଙ୍କ ନେତୃତ୍ଵରେ ସୋନପୁର ସହରରେ ଥିବା ବିଭିନ୍ନ ହୋଟେଲରେ ଚଢ଼ାଉ ହୋଇଥିଲା । ବେଆଇନ ଭାବେ ରଖାଯାଇଥିବା ୧୩ ଟି ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି ।

ବ୍ଲକ ଛକ ନିକଟରେ ଥିବା ହୋଟେଲ ହିଲଟନ,ହୋଟେଲ ପେ୍ରାଗ୍ରେସଇନ ଏବଂ ବ୍ଲୁ ଫ୍ଲେମ ହୋଟେଲରେ ଚଢାଉ ହୋଇଛି। ଏସବୁ ହୋଟେଲରେ କର୍ମସିଆଲ ସିଲିଣ୍ଡର ବଦଳରେ ଡୋମେଷ୍ଟିକ ସିଲିଣ୍ଡର ବ୍ୟବହାର ହେଉଥିବା ନେଇ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଏହି ଚଢାଉ ହୋଇଥିବା ଜଣାଯାଇଛି ା ଚଢାଉ ବେଳେ ଏସସ୍ତ ହୋଟେଲରୁ ମୋଟ ୧୩ ଗୋଟି ଡମେଷ୍ଟିକ ସିଲିଣ୍ଡର ଜବତ କରାଯାଇଛି ା

Leave A Reply

Your email address will not be published.