କୁକୁର କାମୁଡ଼ାରେ ୧୮ ଆହତ, ଆହତ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି
ସୁବର୍ଣ୍ଣପୁର : ମାତିଛି ପାଗଳ କୁକୁର। କୁକୁର କାମୁଡ଼ାରେ ୧୮ ଆହତ । ସୁବର୍ଣ୍ଣପୁର ଜିଲ୍ଲା ସଦର ମହାକୁମାର ବିଭିନ୍ନ ପଡାରେ ପାଗଳ କୁକୁର ଆତଙ୍କ । ଆହତମାନଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁକୁର ଭୟରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଛୋଟ ପିଲାଙ୍କୁ…