ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍, ଜାଣନ୍ତୁ ବିସ୍ତୃତ ବିବରଣୀ
ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍ । ଓଡ଼ିଶା ସିଭିଲ ସର୍ଭିସର -2022 ପ୍ରିଲିମ୍ ପରୀକ୍ଷା ତାରିଖ ଘୋଷଣା ହେଲା ।
ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍ । ଓଡ଼ିଶା ସିଭିଲ ସର୍ଭିସର -2022 ପ୍ରିଲିମ୍ ପରୀକ୍ଷା ତାରିଖ ଘୋଷଣା ହେଲା । ଅକ୍ଟୋବର ୧୫ ରବିବାର ହେବ ପରୀକ୍ଷା । http://opsc.gov.inରେ ମିଳିବ ବିସ୍ତୃତ ବିବରଣୀ । ପରୀକ୍ଷା ନେଇ ଘୋଷଣା କଲା ଲୋକ ସେବା ଆୟୋଗ