Browsing Tag

ocs exam

ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍, ଜାଣନ୍ତୁ ବିସ୍ତୃତ ବିବରଣୀ

ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍ । ଓଡ଼ିଶା ସିଭିଲ ସର୍ଭିସର -2022 ପ୍ରିଲିମ୍ ପରୀକ୍ଷା ତାରିଖ ଘୋଷଣା ହେଲା । ଅକ୍ଟୋବର ୧୫ ରବିବାର ହେବ ପରୀକ୍ଷା । http://opsc.gov.inରେ ମିଳିବ ବିସ୍ତୃତ ବିବରଣୀ । ପରୀକ୍ଷା ନେଇ ଘୋଷଣା କଲା ଲୋକ ସେବା ଆୟୋଗ

OCS ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ: ସାଧାରଣ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ସଙ୍କଳ୍ପ

କେନ୍ୟୁଜ୍(ବ୍ୟୁରୋ): OCS ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ । ତିନିଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ । ୨୦୧୯, ୨୦୨୦ ଓ ୨୦୨୧ ଯେଉଁମାନେ ଦେଇଥିଲେ, ପରୀକ୍ଷାର୍ଥୀଙ୍କୁ ପୁଣି ଏକ ସୁଯୋଗ । ନିର୍ଦ୍ଧାରିତ ବୟସସୀମା ସରିଥିଲେ ବି ପରୀକ୍ଷାର୍ଥୀଙ୍କୁ ଆଉ ଥରେ…

ଓସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ କୁମାର ପଣ୍ଡା, ଏବେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଟାଙ୍ଗୀ (କେନ୍ୟୁଜ): ନିଜ ଅକ୍ଲାନ୍ତ ପରିଶ୍ରମ ଓ ଆତ୍ମବିଶ୍ବାସ ଥିଲେ ଜୀବନରେ ନିଶ୍ଚିତ ଭାବରେ ସଫଳତା ମିଳିବ । ଯାହାକୁ ସତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ତ ମହାବିଦ୍ୟାଳୟରୁ ସ୍ନାତକ ଏବଂ ଜେଏନୟୁ ବିଶ୍ୱବିଦ୍ୟାଳୟ ଦିଲ୍ଲୀରୁ ସ୍ନାତକୋତର କରିଥିବା ବେଳେ…

ଏଣିକି ଇଂରାଜୀ ସହ ଏବେ ଓଡିଆ ଭାଷାରେ ବି ହେବ ଓସିଏସ ପରୀକ୍ଷା, ସରକାରୀ ସ୍ତରରେ ଏନେଇ ନିଷ୍ପିତ୍ତି

ଭୁବନେଶ୍ୱର(କେନ୍ୟୁଜ୍): ଏଣିକି ଓଡିଆ ଭାଷାରେ ଓସିଏସ ପରୀକ୍ଷା। ଓସିଏସର ପ୍ରିଲିମ, ମେନ୍‌ ଓ ଭାୟାବସ ଆଦି ଓଡ଼ିଆରେ ହେବ। ସେହିଭଳି ପ୍ରଶ୍ନ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ସମସ୍ତ…

କନ୍ଧମାଳର ଗୌରବ ଦେବାନନ୍ଦ ସାହୁ, ୨୦୧୯ ଓସିଏସ୍‌ରେ ହାସଲ କରିଛନ୍ତି ୮୯ ର‍୍ୟାଙ୍କ୍‌

କନ୍ଧମାଳ(କେନ୍ଯୁଜ୍): ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ କୃତ୍ତିତ୍ୱ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଦେବାନନ୍ଦ ସାହୁ । ଖଜୁରୀପଡ଼ା ବ୍ଲକ୍‌ର ଦେବାନନ୍ଦ ୨୦୧୯ ଓସିଏସ୍‌ରେ ୮୯ ର‍୍ୟାଙ୍କ୍‌ ହାସଲ୍‌ କରିଛନ୍ତି । ପ୍ରାଇମେରି ଶିକ୍ଷାରୁ ଉଚ୍ଚ ଶିକ୍ଷା ଯାଏ ସବୁଥିରେ ଭଲ…

ଲାଲ୍‌ କରିଡରୁ ଆସି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ, ୯୧ତମ ସ୍ଥାନରେ ମାଲକାନଗିରି ସାଲିମି ଗାଁ ଝିଅ…

ଭୁବନେଶ୍ବର : ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୧୦୬। ସେଥିରୁ ପୁରୁଷ ୬୪ ଓ ମହିଳା ୪୨। କିନ୍ତୁ ଟପ୍‌ ଥ୍ରୀ ପୋଜିସନରେ ସମସ୍ତେ ମହିଳା। ପରୀକ୍ଷାରେ ଟପ୍ପର ହୋଇଛନ୍ତି ଭୁବନେଶ୍ୱରର ଆୟୁଷୀ ମହାପାତ୍ର । ଆୟୁଷୀ ବର୍ତ୍ତମାନ ଟାଟା ଷ୍ଟିଲେରେ କାର‌୍ୟ୍ୟରତ। ସେହିପରି ସଞ୍ଜିତା…