ଓଡ଼ିଶା-ଛତିଶଗଡ଼ ସୀମାରୁ ୧୦କୋଟି ଟଙ୍କା ଜବତ ଘଟଣା , ତଦନ୍ତ କରିବ କ୍ରାଇମବ୍ରାଞ୍ଚ EOW

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶା-ଛତିଶଗଡ଼ ସୀମା ମହାସମୁନ୍ଦ ଅଞ୍ଚଳରୁ ୧୦କୋଟି ଟଙ୍କା ଜବତ ଘଟଣାର ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ EOW। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଗତକାଲି ଏକ ଟୟୋଟା ଗାଡ଼ିରୁ ୧୦ କୋଟି ଟଙ୍କା ଜବତ କରିଥିଲା ଛତିଶଗଡ଼ ପୋଲିସ । ଏହି ଘଟଣାରେ ୪ ଜଣକୁ ଅଟକ ରଖି ପଚରାଉଚୁରା କରାଯାଇଛି। । କଟକରୁ ୟୁପି ଆଗ୍ରାକୁ ଟଙ୍କା ନିଆଯାଉଥିଲା । ପଚରାଉଚୁରା ପରେ ଏମାନେ ରୁପା ବେପାରୀ ବୋଲି ଜଣାପଡିଥିଲା ।

Leave A Reply

Your email address will not be published.