Below header

ଇରାକ ରାଜଧାନୀ ବାଗଦାଦ ସ୍ଥିତ ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ

ଇରାକରେ ପୁଣି ଆକ୍ରମଣ । ଇରାକ ରାଜଧାନୀ ବାଗଦାଦ ସ୍ଥିତ ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ ହୋଇଛି । ଗ୍ରୀନ୍‌ ଜୋନ୍‌ ଭିତରକୁ ଦୁଇଟି ରକେଟ୍‌ ମାଡ କରାଯାଇଛି । ଆମେରିକା ଦୂତବାସ ଠାରୁ ମାତ୍ର ୧୦୦ ମିଟର ଦୂରରେ ରକେଟ୍‌ ପଡିଛି । ଏପର୍ଯ୍ୟନ୍ତ ଆକ୍ରମଣ ପାଇଁ…

ଝାରସୁଗୁଡ଼ା: ହୋଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣାପଡ଼ିନାହିଁ ହତ୍ୟା ନା ଆତ୍ମହତ୍ୟା

ଝାରସୁଗୁଡ଼ା: ହୋଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ଥିବା ରାଜଦୁତ ହୋଟେଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ କର୍ଣ୍ଣାଟକ ବେଲଗାଁଓର ବନାପା ଶିଦପ୍ପା ବାରୀ। ଏହା ହତ୍ୟା ନା ଆତ୍ମହତ୍ୟା। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ରାସ୍ତା କଡ ନଳକୂଅରୁ ପାଣି ନେଉଥିବାବେଳେ ମାଆ ଓ ପୁଅଙ୍କ ଉପରେ ମାଡିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ବାପା

କରଞ୍ଜିଆ: ଦୁର୍ଘଟଣା ନେଲା ମାଆ ଓ ପୁଅଙ୍କ ଜୀବନ। ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ତ୍ରିଲୋଚନ ନାୟକ। କରଞ୍ଜିଆ ଜଶୀପୁର ଥାନା ଚାଇଁନେବଦା ଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା କଡରେ ଥିବା ନଳକୂଅରୁ ପାଣି ନେଉଥିବାବେଳେ ଏକ ଅଜଣା ଗାଡି ମାଆ ଓ ପୁଅଙ୍କ ଉପରେ ମାଡି ଯାଇଥିଲା। କ୍ଷତିପୂରଣ…

ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା, ୧୦ଡିଗ୍ରୀ ତଳେ ୫ଟି ସହର

ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା। ୧୦ଡିଗ୍ରୀ ତଳେ ୫ଟି ସହର ରହିଛି । ସାରା ରାଜ୍ୟରେ ଥଣ୍ଡା ବଢିଚାଲିଥିବାବେଳେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ଶୀତ ଲହରୀ । ଥଣ୍ଡାରୁ ମୁକ୍ତି ପାଇବା ପାଇଁ କିଏ ଏକ୍ସରସାଇଜ୍‌ କରୁଛି ତ ଆଉ କିଏ ନିଆଁ…

ଓଡ଼ିଶା ଦେଇ ଯିବ NH, ରାୟପୁର ଓ ଭାଇଜାଗ୍‌ ମଧ୍ୟରେ ନୂଆ ଜାତୀୟ ରାଜପଥ

ରାୟପୁର ଓ ବିଶାଖାପାଟଣା ମଧ୍ୟରେ ହେବ ନୂଆ ଜାତୀୟ ରାଜପଥ । ଓଡ଼ିଶା ମଧ୍ୟ ଦେଇ ୨୪୦ କିଲୋମିଟର ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ । ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଦେଇ ଜାତୀୟ ରାଜପଥ ଯିବ । ଏହି ସୂଚନା ଦେଇଛନ୍ତି ଏନଏଚଆଇଏ ଚିଫ୍‌ ଜେନେରାଲ ମ୍ୟାନେଜର ରାମପ୍ରସାଦ ପଣ୍ଡା । ହାଇ ଲେଭଲ କମିଟି…

ଜଳେଶ୍ୱର: ଥମୁନି ଧଳା ଜହର କାରବାର, ପୁଣି ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଳେଶ୍ୱର: ଥମୁନି ଧଳା ଜହର କାରବାର। ଜବତ ହେଲା ୫୦ଗ୍ରାମ ବ୍ରାଉନସୁଗାର। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ। କାରବାରରେ ଜଡିତ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ। ଜଳେଶ୍ୱର ଥାନା ଶେଖବାଡ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲୁଥିବା ଖବର ପାଇ ଏକ ପୋଲିସ…

ରାୟଗଡ଼ା: ରାସ୍ତା ଉପରେ ଜଳିଗଲା ଟ୍ୟାଙ୍କର, ୬ ଆହତ

ରାୟଗଡ଼ା: ରାସ୍ତା ଉପରେ ଜଳିଗଲା ଟ୍ୟାଙ୍କର। ରାୟଗଡ଼ା ମଝିଘରିଆଣିସ୍ଥିତ ପୋଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ପ୍ରାୟ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି…

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବୃଷ : ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।…

ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ, ପୁଞ୍ଜି ପ୍ରତ୍ୟାହାର କରିବେ ସରକାରୀ ଉଦ୍ୟୋଗ

କେନ୍ୟୁଜ୍(ବ୍ୟୁରୋ): ମିଳିଲା ଗ୍ରୀନ୍‌ ସିଗନାଲ୍‌ । ରୁଗଣ ଅବସ୍ଥାରେ ଥିବା ଯାଜପୁର କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ । ପୁଞ୍ଜି ପ୍ରତ୍ୟାହାର କରିବେ କେନ୍ଦ୍ର ସରକାରୀ ଉଦ୍ୟୋଗ । ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ନୀଳାଚଳ ଇସ୍ପାତରେ ପୁଞ୍ଜି ଖଟାଇଥିଲେ…

ଭାରତ ବନ୍ଦ ବେଳେ ହେଲମେଟ ପିନ୍ଧି ବସ ଚଲାଇଲେ ଡ୍ରାଇଭର, କାରଣ ଥିଲା କିଛି ଏମିତି

କେନ୍ୟୁଜ୍(ବ୍ୟୁରୋ): ଭାରତ ବନ୍ଦ ବେଳେ ପଥର ମାଡରୁ ରକ୍ଷା ପାଇବା ପାଇଁ ବସ ଚାଳକ ପିନ୍ଧିଲେ ହେଲମେଟ୍‌ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପଶ୍ଚିମବଙ୍ଗରେ ପ୍ରଦର୍ଶନକୁ ଦେଖି ଜଣେ ବସ ଡ୍ରାଇଭର ହେଲମେଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । ସିଲିଗୁଡିରେ ଜଣେ ବସ୍‌ ଚାଳକ…

ଓଡ଼ିଶା ଦେଇ ଯିବ ନୂଆ NH, ରାୟପୁର ଓ ବିଶାଖାପାଟଣା ମଧ୍ୟରେ ହେବ ନୂଆ ଜାତୀୟ ରାଜପଥ

କେନ୍ୟୁଜ୍(ବ୍ୟୁରୋ):ରାୟପୁର ଓ ବିଶାଖାପାଟଣା ମଧ୍ୟରେ ହେବ ନୂଆ ଜାତୀୟ ରାଜପଥ । ଓଡ଼ିଶା ମଧ୍ୟ ଦେଇ ୨୪୦ କିଲୋମିଟର ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ । ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଦେଇ ଜାତୀୟ ରାଜପଥ ଯିବ । ଏହି ସୂଚନା ଦେଇଛନ୍ତି ଏନଏଚଆଇଏ ଚିଫ୍‌ ଜେନେରାଲ ମ୍ୟାନେଜର ରାମପ୍ରସାଦ ପଣ୍ଡା…

ଅପରେସନ୍‌ ପରେ ଟଙ୍କା ପାଇଁ ହସପିଟାଲରେ ବନ୍ଧା ପଡ଼ିଛି ବାପା, ପୁଅ କାନ୍ଦି କାନ୍ଦି ଅନୁରୋଧ କରୁଛି ସରକାରଙ୍କୁ

ମାଲକାନଗିରି (କେ ନ୍ୟୁଜ୍‌) : ଓଡିଶା ରୋଗୀଙ୍କୁ ଛାଡୁନି ବିଶାଖାପାଟଣାର ଘରୋଇ ହସ୍ପିଟାଲ । ୨ ଲକ୍ଷ ଟଙ୍କା ପାଇଁ ମେଡିକାଲରେ ବନ୍ଧା ପଡିଛି ଜଣେ ବାପା । ସେପଟେ ବାପାଙ୍କ ଚିକିତ୍ସା ପାଇଁ ନିଜର ସବୁକିଛି ବନ୍ଧା ପକାଇଥିବା ଅସହାୟ ପୁଅ ଏବେ ନିଜ ଜନ୍ମଦାତାଙ୍କୁ ମେଡିକାଲରୁ ମୁକୁଳାଇବା ପାଇଁ…