Below header

ଝାରସୁଗୁଡ଼ା: ହୋଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣାପଡ଼ିନାହିଁ ହତ୍ୟା ନା ଆତ୍ମହତ୍ୟା

ଝାରସୁଗୁଡ଼ା: ହୋଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ଥିବା ରାଜଦୁତ ହୋଟେଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ କର୍ଣ୍ଣାଟକ ବେଲଗାଁଓର ବନାପା ଶିଦପ୍ପା ବାରୀ। ଏହା ହତ୍ୟା ନା ଆତ୍ମହତ୍ୟା। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.