ରାସ୍ତା କଡ ନଳକୂଅରୁ ପାଣି ନେଉଥିବାବେଳେ ମାଆ ଓ ପୁଅଙ୍କ ଉପରେ ମାଡିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ବାପା

କରଞ୍ଜିଆ: ଦୁର୍ଘଟଣା ନେଲା ମାଆ ଓ ପୁଅଙ୍କ ଜୀବନ। ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ତ୍ରିଲୋଚନ ନାୟକ। କରଞ୍ଜିଆ ଜଶୀପୁର ଥାନା ଚାଇଁନେବଦା ଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା କଡରେ ଥିବା ନଳକୂଅରୁ ପାଣି ନେଉଥିବାବେଳେ ଏକ ଅଜଣା ଗାଡି ମାଆ ଓ ପୁଅଙ୍କ ଉପରେ ମାଡି ଯାଇଥିଲା। କ୍ଷତିପୂରଣ ଦାବିରେ ଗାଁଲୋକେ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.