ସବୁଠୁ କମ ବୟସରେ ଦୃଷ୍ଟିହୀନ ମହିଳା ହାସଲ କଲେ ପିଏଚଡ଼ି ଡିଗ୍ରୀ, ନିଜ ନାଁରେ କଲେ ଐତିହାସିକ ରେକର୍ଡ

ଦୃଢ ଇଚ୍ଛା ଶକ୍ତି ସାମ୍ନାରେ ଯେ କୌଣସି ବାଧା ହାର ମାନି ଯାଇପାରେ ।  ଯଦି ମନୋବଳ ଦୃଢ ତେବେ ଅଚିରେ ଯେକୌଣସି ବାଧାକୁ ପାର କରିଯାଇପାରେ | ଏମିତିକି ଅସମ୍ଭବକୁ ମଧ୍ୟ ସମ୍ଭବ କରି କରାଯାଇପାରେ ।  ଏବେପର୍ଯ୍ୟନ୍ତ ଏମିତି ଅନେକ ଅସାଧାରଣ ଘଟଣା ମାନଙ୍କର ନଜିର ରହିଥିଲେ ମଧ୍ୟ ଆଜି ଆମେ ଆପଣଙ୍କୁ…

କିଡ଼ନୀ ସମସ୍ୟାକୁ ଦୂର କରିଥାଏ ମେଡିଟେରେନିୟନ ଡାଏଟ୍‌, ଜାଣନ୍ତୁ ଏହାର ଫାଇଦା

ଶରୀରର ପ୍ରମୁଖ ଅଂଶ କିଡନୀ, ଯାହା ରକ୍ତରୁ ବାହାରୁଥିବା ଖରାପ ଏବଂ ତରଳ ପଦାର୍ଥ (କ୍ରିଏଟନିନ) କୁ ଛାଣି ବାହାର କରିଥାଏ। ଯଦି ଖାଦ୍ୟ-ପାନୀୟ ସମୟରେ ଲୋକମାନଙ୍କ କିଡନୀ ସମସ୍ୟା ଦେଖାଯାଇଥାଏ ତେବେ ଆପଣମାନେ ସେଥିପ୍ରତି ଧ୍ୟାନ ଦେବା ଉଚିତ। କାରଣ ଆଜିକାଲି ଅଧିକାଂଶ ଲୋକମାନଙ୍କ ପାଖରେ କିଡନୀ…

ଅତ୍ୟାଧୁନିକ ଫିଚର୍ସ ସହ ସୋନି ପ୍ରଦର୍ଶନ କଲା Vision-S ଇଲେକ୍ଟ୍ରିକ୍‌ କନସେପ୍ଟ କାର୍‌, ଯେଉଁଥିରେ ରହିବ ୩୩ଟି…

ବିଭିନ୍ନ ଇଲେକ୍ଟ୍ରିକ ଉପକରଣ ତଥା ସ୍ମାର୍ଟ ଫୋନ ନିର୍ମାଣକାରୀ କମ୍ପାନୀ 'ସୋନି' ନିକଟରେ ଲସ ବେଗସ ଠାରେ ଚାଲିଥିବା କଂଜଯୁମର ଇଲେକ୍ଟ୍ରିକ ସୋ'ରେ ନିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଭିଜିଅନ ଏସକୁ ପ୍ରଦର୍ଶନ କରି ବିଶ୍ୱର ବଡ଼ ବଡ଼ ବାହନ ନିର୍ମାଣ କାରୀ କମ୍ପାନୀ ମାନଙ୍କୁ ଏକ ପ୍ରକାର ଚମକାଇ…

ଆହତ ଅବସ୍ଥାରେ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ଚିଲ, ଅସ୍ତରଙ୍ଗ ବନାଞ୍ଚଳରୁ ମିଳିଲା ସନ୍ଧାନ

ଅସ୍ତରଙ୍ଗ : ଆହତ ଅବସ୍ଥାରେ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ଚିଲ । ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ ପକ୍ଷୀଗଣନା ଚାଲିଥିବା ବେଳେ ଧଳା ଚିଲକୁ ବନ ବିଭାଗର କର୍ମୀମାନେ ଉଦ୍ଧାର କରିଛନ୍ତି। ଏହି ବିରଳ ପ୍ରଜାତିର ପକ୍ଷୀଟିକୁ ପ୍ରଥମ ଶ୍ରେଣୀର ଗଣାଯାଇଥାଏ। ଏହି ପକ୍ଷୀ ଅଷ୍ଟ୍ରେଲିଆ,ଶ୍ରୀଲଙ୍କା…

ପିଆଜ ପାଇଁ ଟଣାଓଟରା କେନ୍ଦ୍ର ଓ ରାଜ୍ୟ, ବିଦେଶରୁ ଆମଦାନୀ ପରେ ଧରାଛୁଆଁ ଦେଉନି ରାଜ୍ୟ

ପିଆଜ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା । ଆବଶ୍ୟକ ବେଳେ କେନ୍ଦ୍ର ଉପରେ ଚାପ । ହେଲେ ବିଦେଶରୁ ଆମଦାନୀ ପରେ ଧରାଛୁଆଁ ଦେଉନି ରାଜ୍ୟ । ପିଆଜ ଦର ଦେଢ଼ ଶହ ଛୁଇଁଥିବା ବେଳେ କେନ୍ଦ୍ରକୁ ରାଜ୍ୟ ମାଗିଥିଲା ୧୦୦ ମେଟ୍ରିକ୍‌ ଟନ୍‌ । ଏନେଇ ଅଧିକ ଆଲୋଚନା ପାଇଁ ସେତେବେଳେ ବିଭାଗୀୟ…

ଏକତରଫା ପ୍ରେମର ପରିଣତି, ପ୍ରେମିକ ପ୍ରବରଙ୍କୁ ଗରମ ପାଣି ମାଡ଼

ବାଲିଗୁଡ଼ା (କନ୍ଧମାଳ): ଉତ୍‌କ୍ଷିପ୍ତ ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ପାଗଳ ପ୍ରେମିକକୁ ପାନେ ଦେବାକୁ ଯାଇ ଫିଙ୍ଗିଲେ ଗରମ ପାଣି । କନ୍ଧମାଳ ବେଲଘର ଥାନା କର୍ଯ୍ୟାଣ୍ଡି ଗାଁର ଜଣେ ଯୁବତୀଙ୍କୁ ଦୀପକ ଭୋଇ ନାମକ ଜଣେ ଯୁବକ ନିଜ ପ୍ରେମିକା କହି ବୁଲୁଥିଲେ । ଦୀପକ ଭୋଇ ବେଲଘର ଥାନା ଅଞ୍ଚଳରେ…

ଗଞ୍ଜାମ: ବନ୍ଧୁକ ମୁନରେ ଛେଳି ଚୋରୀ, ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ୨୦ରୁ ଉର୍ଦ୍ଧ୍ୱ ଛେଳି ଚୋରି କରିନେଲେ ଦୁର୍ବୃତ୍ତ

ଗଞ୍ଜାମ: ଛେଳି ନେଇଗଲେ, ଗାଡି ଛାଡିଗଲେ। ବନ୍ଧୁକ ମୁନରେ ଛେଳି ଚୋରୀ। ଛେଳି ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ଗୁଆଳରୁ ୨୦ରୁ ଉର୍ଦ୍ଧ୍ୱ ଛେଳି ଚୋରି କରିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଥାନା ବରଗାଁରେ ଘଟିଛି ଏହି ଘଟଣା। ଗାଁରେ ରହୁଥିବା ଉଦୟ ଗଉଡ ନାମକ ଜଣେ…

ସମ୍ବଲପୁର ବାହାଲପଡ଼ାରେ ଚାଞ୍ଚଲ୍ୟ, ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ, ଘରେ ତାଲା ପକାଇ ସ୍ୱାମୀ ଓ…

ସମ୍ବଲପୁର : ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ । ସମ୍ବଲପୁର ଧନୁପାଲି ଥାନା ବାହାଲପଡ଼ାରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରେ ତାଲା ପକାଇ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକ ଫେରାର ହୋଇଯାଇଛନ୍ତି । ଘର ଭିତରେ ପୋତା ଯାଇଥିବା ସନ୍ଦେହରେ ଏବେ ମାଟି…

ନନ୍ଦନ କାନନରେ ବାଘ ସଂଖ୍ୟା ବଢ଼ାଇଲେ ଦୁଇ ନୂଆ ଅତିଥି

ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନରେ ୨ଟି ବାଘ ଛୁଆ ଜନ୍ମ ନେଇଛନ୍ତି । ଧଳା ବାଘୁଣୀ ସ୍ନେହା ଗର୍ଭରୁ ୨ଟି ବାଘ ଛୁଆ ଜନ୍ମ ହୋଇଛନ୍ତି । ଫଳରେ ଏବେ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି। ସିସିଟିଭି ମାଧ୍ୟମରେ ଛୁଆମାନଙ୍କ ଉପରେ ନଜର…

ଶୀତ ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ “ରାଜସ୍ଥାନୀ ମକା ଢ଼ୋକଲା”

ଶୀତ ଦିନେ ସାଧାରଣତଃ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଘରେ କରି ଖାଇବାକୁ ଇଚ୍ଛା ହୁଏ । ଏହି ସମୟରେ ବି କିସମ କିସମର ପନି ପରିବା, ଫଳମୂଳ ମଧ୍ୟ ବଜାରରେ ମିଳିଥାଏ । ତେଣୁ ଏହି ଖାଦ୍ୟ ପଦାର୍ଥକୁ ବ୍ୟବହାର କରି ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ମଜା ନିହାତି ନେବା ଦରକାର । ତେବେ ଆଜି ଆମେ…

ନବରଙ୍ଗପୁର : ଆକ୍ରମଣ କରି ମାରିବା ପରେ ଜଙ୍ଗଲରେ ମୃତଦେହକୁ ଜଗି ରହିଛି ଭାଲୁ

ନବରଙ୍ଗପୁର : ନବରଙ୍ଗପୁର ସିନ୍ଧିଗୁଡ଼ା ଗାଁରେ ଭାଲୁ ଆତଙ୍କ। ଗାଁରେ ଆତଙ୍କ ଖେଳାଇଛି ଭାଲୁ । ଭାଲୁଟି ନିକଟସ୍ଥ ଜଙ୍ଗଲ ଭିତରେ ଏକ ମୃତଦେହକୁ ଜଗି ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ମୃତଦେହଟି କାହାର ସେନେଇ ସ୍ପଷ୍ଟ ହୋଇପାରୁନି। ସେପଟେ ଗୌରୀ ଅମନାତ୍ୟ ନାମକ ଜଣେ ମହିଳା ନିଖୋଜ…

ପୁଅର ମୋବାଇଲ ନିଶା ଛଡ଼ାଇବା ପାଇଁ ବାପା ନେଲେ ଏଭଳି ପଦକ୍ଷେପ

ଆଜିକା ସମୟରେ ମୋବାଇଲର ଚାହିଦା କଥା ନ କହିଲେ ଭଲ । ମୋବାଇଲ ବିନା ଆଉ କିଛି କାମ ବି ହେଇପାରୁନି । କିଛି ଲୋକଙ୍କର ମୋବାଇଲ ବିନା ଦଣ୍ଡେ ବି ବଞ୍ଚିବା ବି ଯେମିତି ମୁସ୍କିଲ ହେଇଯାଉଛି । ଖାଇବା, ପିଇବା, ଶୋଇବା, ଉଠିବା ପରି ସବୁ କାମରେ ମୋବାଇଲ ଯେମିତି ତାଙ୍କ ସାଥିରେ ହିଁ…