ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ପାଳିବା ଆବଶ୍ୟକ କି ନାହିଁ ଜାଣନ୍ତୁ ଏହି ରିପୋର୍ଟରୁ

ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରର ଚଳନ ଯୋଗୁଁ ଚଳିତ ବର୍ଷ ଦୁଇଟି ସୂର୍ଯ୍ୟ ପରାଗ ଏବଂ ଚାରିଟି ଚନ୍ଦ୍ର ଗ୍ରହଣ ସମେତ ଗ୍ରହଣ ଏପରି ଛଅଟି ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିବ। ତେବେ ଭାରତରେ କେବଳ ତିନିଟି ପରାଗ ଓ ଗ୍ରହଣ ଦୃଶ୍ୟମାନ ହେବ । ଉଜ୍ଜୟିନୀର ପ୍ରତିଷ୍ଠିତ ଶାସକୀୟ ବେଦଶାଳାର ଅଧୀକ୍ଷକ…

ଭିଜିଲାନ୍ସ ଜାଲରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟ୍‌ର, ୩୦ ହଜାର ଟଙ୍କା…

ଭଦ୍ରକ(କେନ୍ୟୁଜ୍):ଭିଜିଲାନ୍ସ ଜାଲରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟ୍‌ର । ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରିୟବ୍ରତ ପଣ୍ଡାଙ୍କୁ ଗିରଫ କରାଯାଇଛି । ସେ ଠିକାଦାର ଦିଗମ୍ବର ଦାସଙ୍କ ଦୁଇଟି ରାସ୍ତା କାମ ମରାମତି ପାଇଁ ୮…

ଜାଣନ୍ତୁ ମନ୍ଦିର ଯିବା ପଛରେ କଣ ରହିଛି ସ୍ୱାସ୍ଥ୍ୟ ସମ୍ପର୍କିତ ଲାଭ

ସାଧାରଣତଃ ମନ୍ଦିର ଯିବା ସହ ଧାର୍ମିକ ମହତ୍ୱ ଯୋଡି ହୋଇ ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ମନ୍ଦିର ଯିବାରେ କିଛି ସାଇଣ୍ଟିଫିକ୍‌ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ରହିଛି। ଯଦି ଆପଣ ପ୍ରତ୍ୟେକ ଦିନ ମନ୍ଦିର ଯାଉଛନ୍ତି ତେବେ ଏହାଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ…

ପଞ୍ଚାୟତ ସେବିକାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଲେ ଲୁଟେରା, ବାଇକ୍‌ରୁ ଖସିପଡ଼ି ହେଲେ ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ବାଇକରେ ଯାଉଥବା ବେଳେ ଲୁଟର ଶିକାର ହେଲେ  ଦମ୍ପତି। ବ୍ୟାଗ ଛଡାଇନେବା ବେଳେ ବାଇକରୁ ଖସି ଗୁରୁତର ହେଲେ ମହିଳା। ଏଭଳି  ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନଙ୍ଗପୁର ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଖମ୍ବାରି ଗାଁର ପଞ୍ଚାୟତ ସେବିକା ସସ୍ମିତା ଗୌଡ ନିଜ ସ୍ବାମୀଙ୍କ…

ବାଇକ୍‌ ଦୁର୍ଘଟଣାରେ ଆହତ ହେଲେ ମଦ୍ୟପ ଯୁବକ, ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ କଲେ ନାକେଦମ

ବ୍ରହ୍ମଗିରି(କେନ୍ୟୁଜ୍): ବାଇକ୍‌ ଦୁର୍ଘଟଣାରେ ଆହତ ହେଲେ ଯୁବକ । ଗୋଡ଼ ଭାଙ୍ଗି ଯାଇଛି । ଗଭୀର କ୍ଷତ ସୃଷ୍ଟି ହୋଇଛି । କିନ୍ତୁ ହସ୍ପିଟାଲରେ ଡାକ୍ତର ଚିକିତ୍ସା କରିବା ବେଳେ ଧରା ଛୁଆ ଦେଉ ନାହାନ୍ତି ଆହତ ଯୁବକ । ବରଂ ପାଟିତୁଣ୍ଡ କରୁଛନ୍ତି । ତାଙ୍କୁ ଚିକିତ୍ସା କରିବା ପାଇଁ ନାକେଦନ୍‌…

ଟ୍ରୋଲର୍ସଙ୍କ ଠାରୁ ବର୍ତ୍ତିବା ପାଇଁ ବହୁତ ଜଲଦି ଟ୍ଵିଟର ଆଣିବ ନୂଆ ଫିଚର, ଜାଣନ୍ତୁ ଏହାର କାମ

ମାଇକ୍ରୋବ୍ଲଗିଂଗ ସାଇଟ୍‌ ଟ୍ଵିଟର (Twitter) ବହୁତ ଜଲଦି ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଏହି ଫିଚର ଜରିଆରେ ୟୁଜର୍ସମାନେ ନିଜର କୌଣସି ପୋଷ୍ଟରେ ଆସୁଥିବା ରିପ୍ଲାଇକୁ କଣ୍ଟ୍ରୋଲ କରିପାରିବେ। ଅର୍ଥାତ ଆପଣ ବର୍ତ୍ତମାନ ନିଷ୍ପତି କରିପାରିବେ କିଏ ଆପଣଙ୍କ ପୋଷ୍ଟରେ ରିପ୍ଲାଇ କରିପାରିବେ।…

ମୟୂରଭଞ୍ଜ: ବାଲି ଉତ୍ତୋଳନକୁ ବିରୋଧ କରି ଜଣଙ୍କ ହତ୍ୟାକୁ ନେଇ ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ

କେନ୍ୟୁଜ୍(ବ୍ୟୁରୋ):ବାଲି ଉତ୍ତୋଳନକୁ ବିରୋଧ କରି ଜଣଙ୍କୁ ହତ୍ୟାକୁ ନେଇ ଉତ୍ତେଜନା । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ପୋଲିସ-ଲୋକ ମୁହାଁମୁହିଁ । ମୃତକ ହେଲେ ରାମଚନ୍ଦ୍ରପୁର ଗାଁର ମିଣ୍ଟୁ ତରାଇ । ଗତକାଲି ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ଥାନା ଅଞ୍ଚଳର…

ଖୁବ ଶୀଘ୍ର ଭାରତୀୟ ବଜାରକୁ ଆସିବ Realme ସ୍ମାର୍ଟ ଟିଭି, ସାଓମିକୁ ଦେବ କଡା ଟକ୍କର

ଭାରତୀୟ ବଜାରରେ ସ୍ମାର୍ଟଫୋନ କ୍ଷେତ୍ରରେ ସଫଳତା ହାସଲ କରିବା ପରେ କମ୍ପାନୀ ଏବେ ଅନ୍ୟ ପ୍ରଡକ୍ଟ ଗୁଡିକୁ ବି ଭାରତୀୟ ବଜାରରେ ଲଞ୍ଚ କରିବା ନେଇ ପ୍ରସ୍ତୁତି ଚଳାଇଛି । ସୂଚନା ମୁତାବକ କମ୍ପାନୀ ଖୁବ ଶୀଘ୍ର ନିଜ ପ୍ରସ୍ତୁତ ସ୍ମାର୍ଟ ଟିଭି ବଜାରରେ ଲଞ୍ଚ କରିବା ନେଇ ଯୋଜନା କରୁଛି । କମ୍ପାନୀ…

ଇସ୍ପାତ, ଆଲୁମିନିୟମ ଓ ଥର୍ମାଲ ପାୱାର କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ହାଇଲେଭଲ କ୍ଲିୟରାନ୍ସ…

କେନ୍ୟୁଜ(ବ୍ୟୁରୋ): ଇସ୍ପାତ, ଆଲୁମିନିୟମ ଓ ଥର୍ମାଲ ପାୱାର କ୍ଷେତ୍ରରେ ୧୭ ହଜାର ୮ଶହ ୩୩ କୋଟି ଟଙ୍କାର ୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ । ଖାରବେଳ ଭବନ କନଫରେନ୍ସ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇଲେଭଲ କ୍ଲିୟରାନ୍ସ ଅଥରିଟି-ଏଚଏଲସିଏ ଏହାକୁ…

କୋମଳମତି ଶିଶୁକନ୍ୟାଙ୍କୁ ଯୋୖନ ଉତ୍ପୀଡନା ଦେଉଥିଲେ ଟ୍ୟୁସନ ଦିଦି, ଭିଡ଼ିଓକରି ବୟଫ୍ରେଣ୍ଡଙ୍କୁ କରାଉଥିଲେ ଖୁସି

ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଜଣେ ମହିଳା ଟ୍ୟୁସନ ଶିକ୍ଷୟତ୍ରୀ ନିଜ ଛାତ୍ରୀଙ୍କ ସହ ଯୌନ ନିର୍ଯ୍ୟାତନା କରିବା ସହ ଏହାର ଭିଡିଓ କରି ନିଜର ବୟଫ୍ରେଣ୍ଡଙ୍କୁ ପଠାଇଛନ୍ତି। ମହିଳା ଶିକ୍ଷୟତ୍ରୀ ଜଣକ ୬ ଏବଂ ୩ ବର୍ଷ ବୟସର ଛାତ୍ରୀଙ୍କ…

ରଜନୀକାନ୍ତଙ୍କ ଫିଲ୍ମ ଦରବାର ହେଲା ରିଲିଜ, ଟ୍ୱିଟରରେ ହେଉଛି ଟ୍ରେଣ୍ଡ

ସୁପରଷ୍ଟାର ରଜନୀ କାନ୍ତଙ୍କ ଅଭିନୀତ ଫିଲ୍ମ 'ଦରବାର' ରିଲିଜ ହୋଇଯାଇଛି । ରିଲିଜ ହେବା ପୂର୍ବରୁ ହିଁ ଏହି ସିନେମା ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ଚେନ୍ନାଇଠାରେ ରଜନୀ କାନ୍ତଙ୍କ ପ୍ରଶଂସକ ମାନେ ରାତି ଅଧରୁ ହିଁ ବିଭିନ୍ନ ସିନେମା ହଲ ସାମ୍ନାରେ ଡେରା ଜମାଇଛନ୍ତି । ଏମିତିକି କେତେକ…

କନ୍ଧମାଳରେ ଆୟୋଜିତ ହେଉଛି ମେଗା ନିଯୁକ୍ତି ମେଳା, ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ ସାଂସଦ ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ । ଜିଲ୍ଲାରେ ଆୟୋଜିତ ହୋଇଛି ମେଗା ନିଯୁକ୍ତି ମେଳା । ଦକ୍ଷତା ବିକାଶ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମେଳାକୁ…