ସଲମାନ୍ ଏବଂ ଆମୀରଙ୍କୁ ମାତ୍ ଦେବେ ମହେଶ ବାବୁ : ଖୁବ୍ ଶୀଘ୍ର ବଲିଉଡରେ କରିବେ ଏଂଟ୍ରି

ସଲମାନ୍ ଏବଂ ଆମୀରଙ୍କୁ କଡା ଟକ୍କର । ଖୁବ୍ ଶୀଘ୍ର ବଲିଉଡରେ ଏଂଟ୍ରି କରିପାରନ୍ତି ସାଉଥ୍ ସୁପରଷ୍ଟାର୍ ମହେଶ ବାବୁ । ଏନେଇ ଏକ ଗୁପ୍ତ ମିଟିଂ ମଧ୍ୟ କରିଛନ୍ତି ମହେଶ୍ । ସୂଚନା ମୂତାବକ ନିଜ ପରିବାର ସହ ଛୁଟି ବିତାଇବାକୁ ବିଦେଶ ଯାଇଥିଲେ ମହେଶ ବାବୁ । କିନ୍ତୁ ଫେରିବା ସମୟରେ ମୁମ୍ବାଇରେ…

ଖେଳାଳିଙ୍କୁ ମିଳୁଛି ନିମ୍ନମାନର ଖାଦ୍ଯ : ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ଙ୍କ ଅଭିଯୋଗ

ବେଙ୍ଗାଲୁରୁ : ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ଙ୍କ ସାଂଘାତିକ ଅଭିଯୋଗ । ଖେଳାଳିଙ୍କୁ ମିଳୁଛି ନିମ୍ନମାନର ଖାଦ୍ଯ । ଏସୀୟ କ୍ରୀଡ଼ା ଓ ବିଶ୍ୱ କପ୍‌ ପାଇଁ ବେଙ୍ଗାଳୁରୁରେ ଜୋରଦାର ଅଭ୍ୟାସ କରୁଛି ଭାରତୀୟ ହକି ଦଳ । ତେବେ ଟାଇଟଲ୍‌ ଆଶାୟୀ ଦଳର ମୁଖ୍ୟ କୋଚ୍‌ଙ୍କ ଅଭିଯୋଗ ହେଉଛି ଖେଳାଳିଙ୍କୁ…

ଜମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୨ ପୋଲିସ୍ ସହିଦ୍ , ୧୦ ଯବାନ୍ ଆହତ

ଶ୍ରୀନଗର : ଜମୁ କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଆଜି ସକାଳୁ ଦୁଇ ଦୁଇଟି ସ୍ଥାନରେ ଆତଙ୍କବାଦୀ ହମ୍‌ଲା କରିଛନ୍ତି। ଆକ୍ରମଣରେ ପୁଲୱାମାରେ ୨ଜଣ ପୋଲିସ ଅଫିସର ସହିଦ୍‌ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ପୋଲିସ କମର୍ଚାରୀଙ୍କ ଅସ୍ତ୍ରଶସ୍ତ୍ର ନେଇ…

କେବଳ ସ୍ମାର୍ଟ ଲୁକ୍ ଦେଇନଥାଏ, ସ୍ବାସ୍ଥ୍ଯ ପାଇଁ ମଧ୍ୟ ଲାଭଦାୟକ ଦାଢ଼ି ! ଜାଣନ୍ତୁ କିପରି …..

ଆଜିକାଲି ଦାଢ଼ି ରଖିବା ଏକ ଫେସନ ସହିତ ଟ୍ରେଣ୍ଡ୍ ମଧ୍ୟ ହୋଇଗଲାଣି । ଆଜିର ଯୁବକ ମାନେ କ୍ଲିନ୍ ସେଭ୍ ସ୍ଥାନରେ ସେଭ ନକରିବା ଅଧିକ ପସନ୍ଦ କରୁଛନ୍ତି । ଲୋକମାନେ ଏହାକୁ ସ୍ମାର୍ଟନେସ ଭାବରେ ଦେଖୁଥିଲେ ମଧ୍ୟ ଏଥିରେ ହେଉଥିବା ଫାଇଦା ସମ୍ପର୍କରେ ବହୁତ କାମ ଲୋକ ଜାଣିଛନ୍ତି । କ୍ଲିନ ସେଭ ଏବଂ…

ବୟସ ଯାହା ବି ହେଉ , ଜାଣନ୍ତୁ କମ୍ ନିବେଶରେ କୋଟିପତି ହେବାର ତିନି ସରଳ ଉପାୟ

ଧନୀ ହେବାକୁ ସମସ୍ତେ ଚାହାଁନ୍ତି । ସମସ୍ତଙ୍କ ଜୀବନରେ ପ୍ରାୟ ଗୋଟିଏ ଲକ୍ଷ  ଯେ ଦିନ – ରାତି ପରିଶ୍ରମ କରି ଯାହା ରୋଜଗାର ହୋଇଥାଏ , ସମସ୍ତ ଖର୍ଚ୍ଚ ପରେ ଯାହା ଟଙ୍କା ସଂଚିତ ହୋଇ ରହେ ସେଥିରୁ ଯାହା କେମିତି ଅଧିକରୁ ଅଧିକ ଲାଭ ମିଳିପାରିବ । ତେଣୁ ଏହି ଲକ୍ଷକୁ ଆଖି ଆଗରେ ରଖି ଗତ କିଛି…

ପାସପୋର୍ଟର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ କାହିଁକି ? ଜାଣନ୍ତୁ କେମିତି ହୋଇଥାଏ ନିର୍ଦ୍ଧାରିତ…..

ପାସପୋର୍ଟ ବିନା ବିଦେଶ ଯାତ୍ରା ଅସମ୍ଭବ ଅଟେ । ଏହା ଏପରି ଏକ ଜିନିଷ ଯାହା ଆପଣଙ୍କୁ ବିଦେଶ ଯାତ୍ରା କରିବାରେ ବୈଧାନିକ ରୂପରେ ମାନ୍ଯତା ଦେଇଥାଏ । ଏହା ବିନା ବିଦେଶ ଯାତ୍ରା କରିବା ଅପରାଧ ଅଟେ । କିନ୍ତୁ ଆମ ପଡୋଶୀ ଦେଶ ନେପାଳ ଏବଂ ଭୂଟାନରେ ପାସପୋର୍ଟ ବିନା ମଧ୍ୟ ଯାତ୍ରା କରିହେବ ।…

ଅନୁପ୍ରବେଶ ଉଦ୍ଯମ ପଣ୍ଡ : ଯବାନଙ୍କ ଗୁଳିରେ ଟଳିପଡିଲେ ୬ ଆତଙ୍କବାଦୀ

ଶ୍ରୀନଗର : ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ଯମ ପଣ୍ଡ । ଜମ୍ମୁ- କଶ୍ମୀର କୁପୱଡାର କେରାନ୍ ସେକ୍ଟରରେ ଅନୁପ୍ରବେଶ ଉଦ୍ଯମ କରୁଥିବା ବେଳେ ବିଏସ୍‌ଏଫ୍ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୬ ଆତଙ୍କୀ । ତେବେ ଗତ କିଛି ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ଅନୁପ୍ରବେଶ ଉଦ୍ୟମ ବୋଲି କହିଛି…

ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆସନ୍ତାକାଲିଠୁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଯୁକ୍ତ ୩ରେ ନାମଲେଖାଇବା ପାଇଁ ଆସନ୍ତାକାଲିଠୁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆବେଦନର ଶେଷ ତାରିଖ ରହିଛି ଜୁନ୍ ୨୬ । ଜୁଲାଇ ୩ରେ ପ୍ରଥମ ପ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ବେଳେ ଦ୍ବିତୀୟ ପର୍ଯ୍ଯାୟ । ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ …

ଶ୍ରୀଜୀଉଙ୍କ ଦର୍ଶନବେଳେ ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗ : ସେବାୟତ ଗିରଫ

ପୁରୀ : ପୁଣି ବିବାଦରେ ଶ୍ରୀମନ୍ଦିର । ଶ୍ରୀଜୀଉଙ୍କ ଦର୍ଶନବେଳେ ଜଣେ ଯୁବତୀଙ୍କୁ ଜଣେ ସେବାୟତଙ୍କ ଅସଦାଚରଣ ଅଭିଯୋଗ ।ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସେବାୟତ ସନ୍ତୋଷ କାରଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବ୍ରହ୍ମପୁରର ଜଣେ ଯୁବତୀ ପରିବାର ସହ…

ଚମକି ଉଠିବ ଆପଣଙ୍କ ତ୍ବଚା ! ଏମିତି କରନ୍ତୁ ଲୁଣର ବ୍ଯବହାର

ସମସ୍ତଙ୍କୁ ଦରକାର  ଦାଗହୀନ ଏବଂ ଉଜ୍ଜଳ ତ୍ୱଚା  । ପାର୍ଶ୍ୱପ୍ରତିକ୍ରିୟା ସତ୍ୱେ ପ୍ରାୟ ପ୍ରତ୍ଯେକ ଝିଅ ବିଭିନ୍ନ ବିଉଟି ପ୍ରଡକ୍ଟର ସାହାରା ନିଅନ୍ତି | ଆପଣଙ୍କ ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ। କିନ୍ତୁ କଣ ଆପଣ ଜାଣନ୍ତି ରୋଷେଇଘରେ ଥିବା ଲୁଣକୁ…

ଏହି ବ୍ଯକ୍ତିମାନଙ୍କ ପାଇଁ ବିଷ ସାବ୍ଯସ୍ତ ହୋଇପାରେ ଅଦା ! ଭାବିଚିନ୍ତି କରନ୍ତୁ ବ୍ଯବହାର

ଅଦାକୁ ଆମେ  ରୋଷେଇ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହାର କରିଥାଉ । ଅଦା ଵାଲା ଚାହା ଶୁଣିଲେ ଆମର ଥକାପଣ ଆପେ ଆପେ ଗାୟବ ହୋଇଯାଇଥାଏ । ଗତ ପାଂଚ ସହ ବର୍ଷ ଠାରୁ ଏସିଆର ବିଭିନ୍ନ ଦେଶରେ ଅଦାକୁ ରୋଷେଇ କାର୍ଯ୍ୟରେ ମସଲା ହିସାବରେ ବ୍ୟବହାର କରାଯାଉଛି । ଖାଦ୍ୟର ସ୍ୱାଦ ବଢେଇବା ଠାରୁ ଆରମ୍ଭ କରି…

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ । ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।  ଚଳିତ ବର୍ଷ କଳାରେ ୧ ଲକ୍ଷ ୫୮ ହଜାର ୩୭୮ ଜଣ ପାସ କରିଛନ୍ତି । ପାସ ହାର ରହିଛି ୬୮.୭୯ ପ୍ରତିଶତ । କଳାରେ ୬୩ ହଜାର ୭୫୯ ଜଣ ପୁଅ ପାସ କରିଥିବା ବେଳେ ୯୪ ହଜାର…