Below header

ସ୍ୱାମୀ ବୁଝୁନି ସଂପର୍କର ମୂଲ୍ୟ, ସ୍ତ୍ରୀ ମୁଣ୍ଡକୁ ପିଟିପିଟି କଲା ହତ୍ୟା

ଭୁବନେଶ୍ବର : ଯାହାକୁ ହାତ ଧରି ବାହା ହୋଇଥିଲା, ତାକୁ ପର କରିଦେବାକୁ ଟିକେ ମଧ୍ୟ ପଛଘୁଞ୍ଚା ଦେଲା ନାହିଁ ସ୍ୱାମୀ । ସାତ ଜନମର ସାଥୀ ହେବାକୁ ଶପଥ ନେଇଥିଲେ, ହେଲେ ମାତ୍ର ୭ ମିନିଟ୍ ବି ଭାବୁନି ସଂପର୍କର କଥା । ପାରିବାରିକ କଳହରୁ ନିଜର ହିତାହିତ ଜ୍ଞାନ ଭୁଲିଯାଉଛି । ଆଉ ନିଜର ପତ୍ନୀକୁ…

ଜଳନ୍ଧର କୋର୍ଟରେ ହାଜର ହେବେ ସଲମାନ ଖାନ ଏବଂ ଶିଳ୍ପା ସେଟ୍ଟୀ !

ମୁମ୍ବାଇ:ସଲମାନ ଖାନଙ୍କର ଆଇନଗତ ବିବାଦରୁ ସଂପର୍କ ଶେଷ ହେବାର ନାଁ ହିଁ ଧରୁନି । ଜୋଧପୁର କୋର୍ଟ  ’ଟାଇଗର’ଙ୍କୁ ବର୍ତ୍ତମାନ ଜଳନ୍ଧର କୋର୍ଟରେ ହାଜର କରାଇଛି । ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ଫସିଛନ୍ତି । ଏକ ତାଜା କେସରେ ଜଳନ୍ଧର କୋର୍ଟର ଅଦାଲତ ସଲମାନ ଖାନଙ୍କୁ…

ଫିଫା ୱାଲ୍ଡ କପର ଅଫିସିଆଲ ଗୀତ ହେଲା ଭାଇରାଲ

ନୂଆଦିଲ୍ଲୀ : ଗତକାଲି ବିଶ୍ବର ଚର୍ଚ୍ଚିତ ଫୁଟବଲ ଖେଳ ଫିଫା ଆରମ୍ଭ ହୋଇଛି। ବେଶ୍ ଧୁମଧାମରେ ଖେଳର ଆରମ୍ଭ ହୋଇଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାର ଅଫିସିଆଲ୍ ଗୀତ ବହୁ ସଂଖ୍ୟାକ ଭାଇରାଲ ହୋଇଛି। ଗୀତର ବୋଲ୍ ରହିଛି ଲିଭ୍ ଇଟ୍ ଅପ.. । ଏହି ସଂଙ୍ଗୀତର ବୋଲରେ ଆପଣଙ୍କୂ ଖେଳ…

ଜାଣନ୍ତୁ କାହିଁକି ଅମିତାଭ ଦେଉଛନ୍ତି ଏହି ବ୍ୟକ୍ତିମାନଙ୍କୁ ୨ କୋଟି ଟଙ୍କା !

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଘୋଷଣା କରିଛନ୍ତି , ସେ ଭାରତୀୟ ସେନାରେ ଶହୀଦ ଜବାନଙ୍କ ବିଧବା ସ୍ତ୍ରୀ ଏବଂ ଦେଶର କୃଷକ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଅମିତାଭ ବଚ୍ଚନ ଏହିଭଳି ସମାଜିକ କାର୍ୟ୍ୟରେ ବହୁତ ଦିନରୁ ଜଡିତ ଅଛନ୍ତି । ବିଗ ବି ପୋଲିଓ ନିବାରଣ,ଟିବି ନିରୋଧକ ଅଭିଯାନ,ଏବଂ…

ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ତ୍ରୀ ବେକ କାଟିଲେ ସ୍ବାମୀ

ନବରଙ୍ଗପୁର : ଅପରାଧ ଦିନକୁ ଦିନ ତାହାର ଚରମ ସୀମା ପାର କରିବାରେ ଲାଗିଛି। ସେପଟେ ଏମିତି ଆଉ ଏକ ଘଟଣା ଘଟିଛି ନବରଙ୍ଗପୁରରେ । ଏଠିବି ସେମିତି ହୃଦୟ ବିଦାରକ ଦୃଶ୍ୟ । ପାରିବାରିକ କଳହ ଯୋଗୁ ଅତି ନୃସଂଶ ଭାବେ ଏକ ବ୍ଲେଡରେ ସ୍ତ୍ରୀର ବେକ କାଟି ଦେଇଛି ସ୍ୱାମୀ । ଅଭିଯୋଗ ଅନୁଯାୟୀ ,…

ରଜ ସଂକ୍ରାନ୍ତି ପାଇଁ ଗାଁଠୁ ସହର ଉତ୍ସବମୁଖର , ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ରଜ ସଂକ୍ରାନ୍ତି । ସବୁଠି ମଉଜ, ପୁରପଲ୍ଲୀରେ ଉତ୍ସବର ପରିବେଶ । ସଂକ୍ରାନ୍ତି ପାଇଁ ବିଭିନ୍ନ ଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଘରୁ ଘରୁ ଭାସିଆସୁଛି ପିଠାପଣା, ମିଠା ଓ ନାନା ବ୍ୟଞ୍ଜନର ବାସ୍ନା । ଗାଁ ଦାଣ୍ଡ ଦୁଲୁକୁଛି । ଝିଅ, ବୋହୂମାନେ ସଜେଇ ହୋଇ ନୂଆ ପୋଷାକ ପିନ୍ଧି…

ନୃଶଂସ ପୁଅ ଭୁଲିଗଲା ରକ୍ତର ସମ୍ପର୍କ ନିର୍ମମ ଭାବେ ଜନ୍ମକଲା ମାଆ, ବାପାଙ୍କୁ କଲା ହତ୍ୟା

ଅନୁଗୁଳ : କିଶୋରନଗର ଥାନା ବରପଦ ଗାଁରେ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହକୁ ନେଇ ମାଆ, ବାପାଙ୍କୁ ହାତୁଡିରେ ପିଟି ପିଟି ମାରିଛି ପୁଅ । ମିଳିଥିବା ସୂଚନା ଅନୁସାରେ ପୁଅ ନିଜ ସ୍ତ୍ରୀକୁ ଆକ୍ରମଣ କରୁଥିବାବେଳେ ଏହାକୁ ବିରୋଧ କରିଥିଲେ ବାପା ମାଆ । ଏତିକିରେ ଉତ୍କ୍ଷିପ୍ତ ହୋଇ ପୁଅ…

ଅନୁଷ୍କା-ବିରାଟଙ୍କ ପରେ ଇଟାଲିରେ ବିବାହ କରିବେ ଦୀପିକା-ରଣବୀର

ମୁମ୍ବାଇ: ବିଗତ କିଛି ଦିନ ହେବ ବଲିଉଡରେ ବିବାହର ଋତୁ ଲାଗି ରହିଛି । ଜଣଙ୍କ ପରେ ଜଣେ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବର୍ତ୍ତମାନ ବଲିଉଡର ବହୁ ଚର୍ଚ୍ଚିତ ପ୍ରେମୀ ଜୁଗଳ ରଣବୀର ଏବଂ ଦୀପିକାଙ୍କର ବିବାହର ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଦୁହିଁଙ୍କର ବିବାହ ମୁମ୍ବାଇରେ…

ସୁନ୍ଦରଗଡ଼ ସଲମାନ ଖାନର ପ୍ରଶଂସକଙ୍କ ହାତରେ ଫାଟିଲା ବାଣ , ଚିକିତ୍ସା ପାଇଁ ଲୋଡ଼ିଲେ ବାବୁସାନଙ୍କ ସାହାଯ୍ୟ 

ରାୟଗଡ଼ା : କଳାକାରଙ୍କ ଜୀବନ ତାଙ୍କ ଫ୍ୟାନ୍ ବା ପ୍ରଶଂସକଙ୍କ ଉପରେ ର୍ନିଭରଶୀଳ ହୋଇଥାଏ । କଳାକାରଙ୍କ ପାଇଁ ତାଙ୍କ ପ୍ରଶଂସକ ଖୁସି ହୋଇଥିବା ବେଳେ ଅନେକ ସମୟରେ ତାଙ୍କ ପାଇଁ ନିଜ ଜୀବନର ବାଜି ମଧ୍ୟ ଲଗାଇଥାନ୍ତି । ଏଣୁ ରଜ ବଜାରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ  ରିଲିଜ୍ ହୋଇଛି ଓଲିଉଡ଼୍…

ଗୋଟିଏ ମାସ, ତିନି ପ୍ରତିଷ୍ଠିତ ବ୍ୟକ୍ତି, ଗୋଟିଏ ଗୁଳି ଆଉ ଶେଷ ଜୀବନ : ହେଲେ କାହିଁକି ? କଣ ଏତେ ଶସ୍ତା ଜୀବନ?

ଜୀବନର ଜାକଜମକରୁ ନିଜକୁ ଦୁରଇେ ଶାନ୍ତି ପୂର୍ଣ୍ଣ ଜୀବନ ବିତାଇବା ପାଇଁ ଚିନ୍ତା କରିଥବା ଭୟୁଜୀ ମହାରାଜ ଆତ୍ମହତ୍ୟା କରି ନିଜର ଜୀବନ ହାରିଛନ୍ତି । ତେବେ ମଙ୍ଗଳବାର ଦିନ ଭୟୁଜୀ  ଆତ୍ମହତ୍ୟା କରିଥିବା ବେଳେ ଏପରି ଚରମ ପଦକ୍ଷେପ ଉଠାଇବାର କାରଣ ବିଷୟରେ ସେ ତାଙ୍କ ଆତ୍ମହତ୍ୟା ପତ୍ରରେ ଉଲ୍ଲେଖ…

ରକ୍ତ ଦାନ କରିବା ପାଇଁ ଯାଉଛନ୍ତି କି ? ଧ୍ୟାନ ଦିଅନ୍ତୁ ଏହି ଦିଗ ଉପରେ

କଥାରେ ଅଛି ରକ୍ତଦାନ ମହାପୂଣ୍ୟ ! ରକ୍ତ ଦାନ ଦ୍ବାରା ଖାଲି ଲୋକଙ୍କ ଜୀବନ ବଞ୍ଚିଥାଏ ତାହା ନୁହଁ ବରଂ ରକ୍ତଦାନ କରିଥିବା ବ୍ୟକ୍ତିଙ୍କ ଶରୀରରେ  ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦୂର ହୋଇଥାଏ । କିନ୍ତୁ ଏବେ ମଧ୍ୟ ବହୁତ ଲୋକଙ୍କ ମନରେ ଏପରି ଭାବନା ରହିଛି , ରକ୍ତଦାନ କରିବା ଦ୍ବାରା ଶରୀର…

ମାଲକାନଗିରି : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ମାଲକାନଗିରି : ପୁଣି ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । କାଲିମେଳା ଥାନା ଭେଜାଙ୍ଗିଓ୍ଵାଡା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘରଠାରୁ ମାତ୍ର ଶହେ ମିଟର ଦୂରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…