Below header

ବିଶ୍ୱକପ ରଗବୀର ପ୍ରମୋସନ ପାଇଁ କିସ୍‌ରେ ଜାପାନ ଜାତୀୟ ରଗବୀ ଆସୋସିଏସନର ଅଫିସିଆଲ

ଭୁବନେଶ୍ବର : ବିଶ୍ୱକପ ରଗବୀର ପ୍ରମୋସନ ପାଇଁ କିସ୍‌ରେ ଜାପାନ ଜାତୀୟ ରଗବୀ ଆସୋସିଏସନର ଅଫିସିଆଲ । ପ୍ରଥମ ଥର ଲାଗି ଏସିଆ ମହାଦେଶରେ ରଗବୀ ବିଶ୍ୱକପ୍‌ ଆୟୋଜିତ ହେଉଛି । ଜାପାନ୍‌ ଏହାର ଆୟୋଜନ କରୁଛି । ସେଥିପାଇଁ ସାରା ଏସିଆରେ ଏହି ଇଭେଣ୍ଟର ପ୍ରମୋସନ କରଯାଉଛି । ଭାରତରେ ଏକ ମାତ୍ର…

ରାଜନଗର : କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

କେନ୍ଦ୍ରାପଡା : ପୁଣି କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ । ସୋସିଆଲ୍ ମିଡିଆରେ ଆଂଟିସୋସିଆଲ୍ ଆକ୍ଟିଭିଟି । ଅନେକ ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ। ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି…

‘ଡ଼ବୁ ଅଙ୍କଲ’ଙ୍କୁ ଭାରି ପଡ଼ିଲେ ଏହି ନୂଆ ଅଙ୍କଲ୍ : ଡ୍ୟାନ୍ସ ଦେଖି ମାଧୁରୀ ମଧ୍ୟ କଲେ ପ୍ରଶଂସା

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ କିଛି ଦିନ ହେବା ଅଙ୍କଲ୍ ମାନଙ୍କର ନାଚ ଭାଇରାଲ ହେବାରେ ଲାଗିଛି।ରାତାରାତି ସୋସିଆଲ ମିଡ଼ିଆ ସେନ୍ସସନାଲ୍ ପାଲଟିଥିବା ସଂଞ୍ଜୟ ଶ୍ରୀବାସ୍ତବ ଓରଫ ଡ଼ବୁ ଅଙ୍କଲଙ୍କ ପରେ ବର୍ତ୍ତମାନ କଲର୍ସରେ ପ୍ରସାରିତ ଡ୍ୟାନ୍ସ ଡ଼ିୱାନେ ରିଆଲିଟି ସୋ ବେଦପ୍ରକାଶଙ୍କ ନାଚର ଜଲୱା…

ଆଜି ପବିତ୍ର ଇଦ୍ : ବିଭିନ୍ନ ମସଜିଦ ଓ ଇଦଗାରେ ଲାଗିଛି ଭିଡ଼

ଭୁବେନଶ୍ୱର : ଆଜି ପବିତ୍ର ଇଦ୍ । ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ । ଏଥିପାଇଁ ବିଭିନ୍ନ ମସଜିଦ ଓ ଇଦଗାରେ ଲାଗିଛି ଭିଡ଼ । ନୂଆ ପୋଷାକ ପିନ୍ଧି ସମୂହ ନମାଜ ପାଠ କରିଛନ୍ତି ମୁସଲମାନମାନେ । ଏଥିସହ ପରସ୍ପରକୁ ଜଣାଇଛନ୍ତି ଇଦ୍ ମୁବାରକ । ମାସକର ରୋଜା ପରେ ମୁସଲମାନମାନେ ଇଦ୍  ପାଳୁଛନ୍ତି । ଇଦ…

ଆଜି କଳାଧନ ପ୍ରସଙ୍ଗର ତଦନ୍ତ କରୁଥିବା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ : କଳାଧନ ପ୍ରସଙ୍ଗରେ ତଦନ୍ତ କରୁଥିବା ଏସଆଇଟିର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ତେଲେଙ୍ଗା ବଜାର ବାସଭବନେର ଦିନ ୧୧ଟାରେ ବୈଠକ ଆରମ୍ଭ ହେବ । ଏଥିରେ ସିବିଆଇ, ପ୍ରବତ୍ତର୍ନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ବାଣିଜ୍ୟକର ବିଭାଗ,…

ପ୍ରେମିକାରୁ ପୀଡିତା : ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର : ଲଭ୍‌ ସେକ୍ସ ଧୋକା । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ ।  ସୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ରାସେଗାବିନ୍ଦପୁର ଅଞ୍ଚଳର ଯୁବକ ସାଗରାମ ମୁର୍ମୁ ତାଙ୍କୁ ବିବାହର ପ୍ରତିଶୃତି ଦେଇ ବିଭିନ୍ନ ସମୟରେ…

ଓଲିଉଡରେ ନାଗ-ନାଗୁଣୀ କାହାଣୀ : ଚଳଚ୍ଚିତ୍ର ‘ତୁ ମୋ ସୁନାଚଢ଼େଇ’ର ହେଲା ମହୂରତ

ଭୁବନେଶ୍ବର : ଓଲିଉଡରେ ନିକଟରେ ଏକ ଭିନ୍ନ ସ୍ବାଦର କାହାଣୀ ଥିବା ଚଳଚ୍ଚିତ୍ରର ମୁହୁରତ ହୋଇଛି। ଏକ ନାଗ-ନାଗୁଣୀର କାହାଣୀ ଉପରେ ଆଧାରିତ ତୁମୋ ସୁନା ଚଢ଼େଇରେ ମୁଖ୍ୟ ଚରିତ୍ରରେ ନଜର ଆସିବା ପାଇଁ ଯାଉଛନ୍ତି ଜ୍ୟୋତି,ଏଲସା ଏବଂ ଶ୍ରୀୟା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ବରେ ଏସ.ଦିଲିପ୍…

ପୁଣି ମୁମ୍ବାଇକୁ ମିଳିଲା ଅଲକାୟଦାର ଧମକ !

ମୁମ୍ବାଇ : ମହାରାଷ୍ଟ୍ରର ଜୀବନ ଭାବରେ ଜଣାଯାଉଥିବା ମୁମ୍ବାଇ ସର୍ବଦା ଆତଙ୍କବାଦୀଙ୍କ ନଜରରେ ରହି ଆସିଛି । ଶୁକ୍ରବାର ସକାଳେ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ମୁମ୍ବାଇରେ ସାଧାରଣ ଭାବେ ବ୍ଯବହାର ହେଉଥିବା ଲୋକାଲ ଟ୍ରେନରେ ବିସ୍ପୋରଣ ପାଇଁ ଧମକ ଆସିଛି । ଏବେ ଖବରଟି ଜନ ସାଧାରଣଙ୍କ ମନରେ ଆତଙ୍କ…

ନାଗା ବାବାଙ୍କୁ ମାଡ଼ ମାରିବା ଘଟଣାରେ ୭ଜଣ କିନ୍ନର ଗିରଫ

ଭୁବନେଶ୍ୱର : ଖଣ୍ଡଗିରିରେ ନାଗା ବାବାଙ୍କୁ ମାଡ଼ ମାରିବା ଘଟଣାରେ ୭ଜଣ କିନ୍ନରଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୨୩, ୨୯୪, ୩୮୫, ୫୦୬ ଓ ୩୪ ଅଧାରରେ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ଦୁଇଦିନ ତଳେ ଖଣ୍ଡଗିରି ବାରି ଅଞ୍ଚଳରେ…

ଶରୀରରେ ଏହି ଭିଟାମିନ ଅଭାବରୁ ହୋଇପାରନ୍ତି ବଧିରା !

ଜୀବନଶୈଳୀ ବଦଳିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ସେଥି ମଧ୍ୟରୁ ଏକ ସମସ୍ୟା ହେଉଛି ବଧିରତା । ଏହି ସମସ୍ୟା କିଛି ଲୋକଙ୍କୁ ଜନ୍ମରୁ ହେଇଥାଏ ଏବଂ କିଛି ଲୋକଙ୍କୁ ଦୁଘର୍ଟଣା କିମ୍ବା ନିଜର ଭୁଲ ପାଇଁ ଯଥା ଉଚ୍ଚ ସ୍ବରରେ ଗୀତ ଶୁଣିବା ,ମୋବାଇଲ ଫୋନର ଅଧିକ ବ୍ୟବହାର କରିବା…

ସାବଧାନ!! ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇପାରନ୍ତି ଏହି ରୋଗର ଶିକାର

ଭାରତୀୟ ପରିବାରେ ପ୍ରତିଦିନ ପୂଜାପାଠ ସମୟରେ ଧୂପକାଠି ବା ଅଗରବତୀ ଜଳାଇବା ଦେଖାଯାଇଥାଏ । ଇଶ୍ବରଙ୍କୁ ସମ୍ମାନ ଏବଂ ପୂଜା ଅର୍ଚ୍ଚନା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅଗରବତୀ ଲଗାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭକ୍ତି ଏବଂ ଭାବନା ଦ୍ବାରା ଲାଗାଯାଉଥିବା ଏହି ଅଗରବତୀ ବିଭିନ୍ନ ପ୍ରକାର…

ସିଂହଦ୍ୱାରରେ ସେବାୟତଙ୍କ ପାଖକୁ ଯିବନି ଦାନ ଅର୍ଥ ,ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଆଗଲା ପଦକ୍ଷେପ

ଭୁବନେଶ୍ବର :ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁମୋଦନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ସିଂହଦ୍ୱାର ସମ୍ମୁଖରେ ସୂଚନା ଫଳକ ଲଗାଇବା ସହ ଭକ୍ତମାନଙ୍କୁ ସଚେତନ…