ବିପଦରେ ଭାଇଜାନଙ୍କ ଜୀବନ : ସୁରକ୍ଷା ବ୍ଯବସ୍ଥା କଡାକଡି କଲା ମୁମ୍ବାଇ ପୋଲିସ୍

ରେସ ୩ ଜରିଆରେ ବକ୍ସ ଅଫିସରେ ଧୁମ୍ ମଚାଇବାକୁ ପ୍ରସ୍ତୁତ ସଲମାନ ଖାନ୍ । ହେଲେ ଏହା ଭିତରେ ଆସିଛି ଏକ ବଡ଼ ଖବର । ଭାଇଜାନଙ୍କ ଜୀବନ ପ୍ରତି ରହିଛି ବିପଦ । ଫଳରେ ମୁମ୍ବାଇ ପୋଲିସ୍ ହାଇଆଲର୍ଟ ଜାରି କରିଛି । ଏହା ସହ ଭାଇଜାନଙ୍କ ସୁରକ୍ଷା ବ୍ଯବସ୍ଥା କରିଛି କଡାକଡି । ରିପୋର୍ଟ ଅନୁଯାୟୀ, କିଛି…

ମହଙ୍ଗା ପଡ଼ିଲା କମେଣ୍ଟ ମାରିବା : ରୋଡ୍‌ ରୋମିଓକୁ ନିସ୍ତୁକ ପିଟିଲେ ଲୋକ

ଗଞ୍ଜାମ : କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ରୋଡ୍‌ ରୋମିଓକୁ ନିସ୍ତୁକ ପିଟିଲେ ଲୋକ । ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଛନ୍ତି ଉତ୍ତମ ମଧ୍ୟମ । ଘଟଣାଟି ଘଟିଛି ଗଞ୍ଜାମ ଧରାକୋଟ ଥାନା ମୁଣ୍ଡମରେଇ ଗାଁରେ । ସୂଚନା ଅନୁସାରେ ହିଞ୍ଜିଳିକାଟୁର ପରେନ୍ଦ୍ର ସାହୁ ନାମକ ଯୁବକ ଜଣେ ଯୁବତୀଙ୍କୁ…

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ମୁହାଁମୁହିଁ ବିଜୟ-ବିଶ୍ୱଭୂଷଣ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ମୁହାଁମୁହିଁ ବିଜୟ-ବିଶ୍ୱଭୂଷଣ । ଗତକାଲି ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଭୁବେନଶ୍ୱରେର ଏକ ପେସମିଟ୍‌ରେ ସେ କହିଛନ୍ତି, ତଥ୍ୟ ସଂଗ୍ରହ ନକରି ପ୍ରଶ୍ନ ପଚାରିବା ଠିକ୍‌…

ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

କଟକ : ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କଟକ ଏସ୍‌ସିବିରେ ଅସୁସ୍ଥ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରତାପ ଜେନା । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହା ତାଙ୍କ ଆରୋଗ୍ୟ କାମନା…

ଏହି ସ୍କିମରେ ପ୍ରତିମାସରେ ଜମା କରନ୍ତୁ ମାତ୍ର ୮୪ ଟଙ୍କା : ପାଆନ୍ତୁ ୨୪ହଜାର ଟଙ୍କା ପେନସନ୍

କେନ୍ଦ୍ର ସରକାରଙ୍କ ଏକ ମହତ୍ବପୂର୍ଣ୍ଣ ଯୋଜନା ହେଉଛି ଅଟଳ ପେନସନ୍ ଯୋଜନା । ଯାହାର ଆରମ୍ଭ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ଏହି ପେନସନ୍ ଯୋଜନା ମୁଖ ରୂପରେ ସେହି ଲୋକ ମାନଙ୍କ ଉପରେ କେନ୍ଦ୍ରିତ ଯେଉଁମାନଙ୍କର ନିବେଶ କରିବାର କ୍ଷମତା ଖୁବ୍ କମ୍ । ଏହି ପ୍ଲାନର ଆରମ୍ଭ…

ଇଦ୍ ପରେ ବିବାହ କରିବେ ସାମୀ : ନୂଆ ଅଭିଯୋଗ ଆଣିଲେ ପତ୍ନୀ ହସିନ୍ ଜହାଁ

ନୂଆଦିଲ୍ଲୀ : ଥମୁନି ଭାରତୀୟ କ୍ରିକେଟର ମହମ୍ମଦ ସାମୀ ଏବଂ ପତ୍ନୀ ହସିନ୍ ଜହାଁଙ୍କ ମଧ୍ୟରେ ବିବାଦ । ଦିନକୁ ଦିନ ବଢିବାରେ ଲାଗିଛି ଏହି ବିବାଦ । ତେବେ କିଛି ଦିନ ଉଭୟ ନୀରବ ରହିବା ପରେ ଏବେ ପୁଣି ଏକ ଅଭିଯୋଗ ଆଣିଛନ୍ତି ହସିନ୍ । ଇଦ୍ ପରେ ସାମୀ ଦ୍ବିତୀୟ ବିବାହ କରିବା ପାଇଁ ଯୋଜନା…

ଗୁରୁମନ୍ତ୍ର ଦେବେ ପିସିସି ସଭାପତି : କଂଗ୍ରେସ୍ ଭବନରେ ଏକାଠି ହେବେ ନବ ନିଯୁକ୍ତ ଜିଲ୍ଲା ସଭାପତି ଓ କାର୍ଯ୍ଯକାରୀ…

ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ଏକାଠି ହେବେ ନବ ନିଯୁକ୍ତ ଜିଲ୍ଲା ସଭାପତି ଓ କାର୍ଯ୍ଯକାରୀ ସଭାପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହେବ ।ନୂଆ ଜିଲ୍ଲା ସଭାପତି ଓ କାର୍ଯ୍ଯକାରୀ ସଭାପତିଙ୍କୁ ଗୁରୁମନ୍ତ୍ର ଦେବେ ପିସିସି ସଭାପତି । ପ୍ରଥମ ଦିନରେ…

ବାଜପେୟୀଙ୍କ ସ୍ବାସ୍ଥ୍ଯାବସ୍ଥାରେ ସୁଧାର : ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାଚ୍ଚର୍ନା

ନୂଆଦିଲ୍ଲୀ : ପୂବର୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଯେଉଁ ଚିକିତ୍ସା ପ୍ରଦାନ କରାଯାଉଛି ସେଥିରୁ ସୁଫଳ ମିଳିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍‌ସ କର୍ତ୍ତପକ୍ଷ । ତେବେ ଚିକିତ୍ସା ପାଇଁ ବାଜେପୟୀଙ୍କୁ ଏବେ ଏମ୍ସର ରହିବାକୁ ପଡ଼ିବ ।…

ଲଗାତାର ୧୪ ଦିନ ପାଇଁ ହ୍ରାସ ପାଇଲା ତେଲ ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ୧୪ ଦିନ ପାଇଁ ହ୍ରାସ ପାଇଛି ତେଲଦର । ପେଟ୍ରୋଲ୍ ଦର ୧୫ ପଇସା କମିଥିବା ବେଳେ ଡିଜେଲ୍ ଦର ୧୦ ପଇସା ହ୍ରାସ ପାଇଛି । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ୍ ୭୬.୪୩ ଟଙ୍କା ଏବଂ ଡିଜେଲ୍ ଦର ୬୭.୮୫ଟଙ୍କା ହୋଇଛି । ତେବେ ଭୁବନେଶ୍ବରରେ ପେଟ୍ରୋଲ୍…

ଡେବିଟ୍ କାର୍ଡକୁ କେମିତି ରଖିବେ ସୁରକ୍ଷିତ ? ଜାଣନ୍ତୁ ୫ ଗୁରୁତ୍ବପୂର୍ଣ୍ଣ ଟିପ୍ସ

ଯେମିତି ଆମେ ସମସ୍ତେ ଜାଣିଛେ ଆଜି କାଲି କ୍ଯାସଲେସ୍ ଟ୍ରାଞ୍ଜାକ୍ସନର ବ୍ଯବହାର ବଢିଯାଇଛି । ପ୍ରାୟ ଲୋକ ସପିଂ, ବିଲ୍ ପେମେଂଟ୍ ସମସ୍ତ କାର୍ଯ୍ଯ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡରେ କାରିଥାନ୍ତି । ଏହା ସହ ବ୍ଯାଙ୍କରୁ ଟଙ୍କା ବାହାର କରିବାର ମୁଖ୍ଯ ମାଧ୍ୟମ ମଧ୍ୟ ହେଉଛି ଡେବିଟ୍…

ସଲମାନ୍ ଏବଂ ଆମୀରଙ୍କୁ ମାତ୍ ଦେବେ ମହେଶ ବାବୁ : ଖୁବ୍ ଶୀଘ୍ର ବଲିଉଡରେ କରିବେ ଏଂଟ୍ରି

ସଲମାନ୍ ଏବଂ ଆମୀରଙ୍କୁ କଡା ଟକ୍କର । ଖୁବ୍ ଶୀଘ୍ର ବଲିଉଡରେ ଏଂଟ୍ରି କରିପାରନ୍ତି ସାଉଥ୍ ସୁପରଷ୍ଟାର୍ ମହେଶ ବାବୁ । ଏନେଇ ଏକ ଗୁପ୍ତ ମିଟିଂ ମଧ୍ୟ କରିଛନ୍ତି ମହେଶ୍ । ସୂଚନା ମୂତାବକ ନିଜ ପରିବାର ସହ ଛୁଟି ବିତାଇବାକୁ ବିଦେଶ ଯାଇଥିଲେ ମହେଶ ବାବୁ । କିନ୍ତୁ ଫେରିବା ସମୟରେ ମୁମ୍ବାଇରେ…

ଖେଳାଳିଙ୍କୁ ମିଳୁଛି ନିମ୍ନମାନର ଖାଦ୍ଯ : ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ଙ୍କ ଅଭିଯୋଗ

ବେଙ୍ଗାଲୁରୁ : ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ଙ୍କ ସାଂଘାତିକ ଅଭିଯୋଗ । ଖେଳାଳିଙ୍କୁ ମିଳୁଛି ନିମ୍ନମାନର ଖାଦ୍ଯ । ଏସୀୟ କ୍ରୀଡ଼ା ଓ ବିଶ୍ୱ କପ୍‌ ପାଇଁ ବେଙ୍ଗାଳୁରୁରେ ଜୋରଦାର ଅଭ୍ୟାସ କରୁଛି ଭାରତୀୟ ହକି ଦଳ । ତେବେ ଟାଇଟଲ୍‌ ଆଶାୟୀ ଦଳର ମୁଖ୍ୟ କୋଚ୍‌ଙ୍କ ଅଭିଯୋଗ ହେଉଛି ଖେଳାଳିଙ୍କୁ…