ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଛପାକ୍‌, ଏସିଡ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀକୁ ପରଦାରେ ଆଣିଲେ…

ମୁମ୍ବାଇ: ଫ୍ରାଇଡେ ରିଲିଜ୍‌ରେ ଛପାକ୍‌। ବକ୍ସ ଅଫିସରେ ହଲ୍‌କୁ ଆସିଛି ଷ୍ଟାରକାଷ୍ଟଙ୍କ ଫିଲ୍ମ। ଏସିଡ୍‌ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂଘର୍ଷକୁ ନେଇ ନିର୍ମିତ ହୋଇଛି ଫିଲ୍ମ। ସତ୍ୟ ଘଟଣା ଉପରେ ଫିଲ୍ମଟି ଆଧାରିତ। ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ଅଭିନୟ କରିଛନ୍ତି ଦିପୀକା ପାଦୁକୋନ୍‌।…

ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଓ ସୁନାବେଶ

ପୁରୀ: ଆଜି ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ । ରତ୍ନ ସିଂହାସନରେ ବର୍ଷକୁ ୪ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜି ଅନ୍ୟତମ । ସକାଳ ଧୂପ ପରେ ରତ୍ନଖଚିତ ଅଳଙ୍କାରରେ…

ପୁରୁଷଙ୍କର ଏହି ଅଭ୍ୟାସ, ଯାହା ସାଜିଥାଏ ବର୍ବାଦୀର କାରଣ

ବାଲ୍ମୀକି ରାମାୟଣରେ ମନୁଷ୍ୟର ଦୁର୍ଗୁଣ ଏବଂ ସଦ୍‌ଗୁଣ ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଯାହା ଆଜିକାଲିର ସମୟରେ ଅଧିକ ପ୍ରାସଙ୍ଗିକ। ଏହି ପ୍ରକାର ରାମାୟଣର ଏକ ଶ୍ଲୋକରେ ମନୁଷ୍ୟ ଜୀବନ ସହ ଜଡିତ ୩ଟି କଥା ବିଷୟରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖ ରହିଛି ମନୁଷ୍ୟ ଯଦି ଏହି ୩ଟି…

ଦୁର୍ଘଟଣା ନୁହେଁ, ମିସାଇଲ ମାଡ଼: ୟୁକ୍ରେନ ବିମାନ ଦୁର୍ଘଟଣାରେ ଇରାନର ସଂପୃକ୍ତି ଦାବି କଲା ଆମେରିକା

ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପଛରେ ଇରାନର ହାତ। ଇରାନରେ ୟୁକ୍ରେନ ଏୟାର ଲାଇନ୍‌ସର ବିମାନ ଦୁର୍ଘଟଣା ନେଇ ଟ୍ରମ୍ପ ପ୍ରଶାସନର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଏହା କୌଣସି ଦୁର୍ଘଟଣା ନୁହେଁ, ଭୁଲ୍‌ରେ ଇରାନ୍‌ ମିସାଇଲ୍‌ ମାଡ଼ କରି ତଳେ ଖସାଇଥିବା ନେଇ ଆମେରିକା ମିଡ଼ିଆରେ…

ପାରଳାଖେମୁଣ୍ଡି ମହାରାଜାଙ୍କ ୭୮ ବର୍ଷ ବୟସରେ ପରଲୋକ, ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭୁବନେଶ୍ୱର: ପରଲୋକରେ ପାରଳା ଗଜପତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ଗୋପୀନାଥ ଗଜପତିଙ୍କ ଦେହାନ୍ତ । ଦୀର୍ଘ ବର୍ଷ ଧରି ଅସୁସ୍ଥ ଥିଲେ ଗଜପତି। ଆଜି ଭୋର ୪ଟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୩ ମସିହାରେ ଜନ୍ମଗ୍ରହଣ…

ବ୍ରିଟିଶ ରାଜ ପଦ ଛାଡିଲେ ପ୍ରିନ୍ସ ହ୍ୟାରି ଓ ମେଘନ ମାର୍କଲ, ସୋସିଆଲ ମିଡିଆରେ କଲେ ଘୋଷଣା

ବ୍ରିଟିଶ ରାଜ ପଦ ଛାଡିଲେ ପ୍ରିନ୍ସ ହ୍ୟାରି ଓ ମେଘନ ମାର୍କଲ । ସେମାନେ ବିଟ୍ରିଶ ରାଜ ଦରବାରର ବରିଷ୍ଠ ପଦ ଛାଡିଛନ୍ତି । ଏନେଇ ହ୍ୟାରି ନିଜ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ପ୍ରିନ୍ସ ହ୍ୟାରି ଓ ପତ୍ନୀ ମେଘନ ନିଜ ଜେଜେମା ମହାରାଣୀ ଏଲିଜାବେ୍‌ଥ ଓ ପିତା ପ୍ରିନ୍ସ ଚାର୍ଲ୍ସଙ୍କୁ ନଜଣାଇ…

ଜମ୍ମୁ କଶ୍ମୀରରେ ଜାରି କଟକଣା ନେଇ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣି

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ଜାରି କଟକଣା ନେଇ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣି। ଗତବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜାରି ହୋଇଥିଲା କଟକଣା। ଏହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା। ଏକାଧିକ ଆବେଦନର ଆଜି ରାୟ ଶୁଣାଇବେ ସୁପ୍ରିମ…

ଶ୍ରୀମନ୍ଦିର ମହାପ୍ରଭୁଙ୍କ ହୁଣ୍ଡି ଟଙ୍କାକୁ ନେଇ ପ୍ରଶ୍ନ, ଆଦାୟ ହୋଇଥିବା ୧୦୦ କୋଟିରୁ ଅଧିକ ଅର୍ଥ ଘରୋଇ ବ୍ୟାଙ୍କରେ…

ପୁରୀ: ଶ୍ରୀମନ୍ଦିର ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା ଘରୋଇ ବ୍ୟାଙ୍କରେ ଜମାକୁ ନେଇ ପ୍ରଶ୍ନ ଉଠିଛି । ହୁଣ୍ଡିରୁ ଆଦାୟ ହୋଇଥିବା ୧୦୦ କୋଟିରୁ ଅଧିକ ଟଙ୍କାକୁ ଏକ ଘରୋଇ ବ୍ୟାଙ୍କରେ ଜମା କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ଅର୍ଥ ସବ୍‌ କମିଟିର ସଦସ୍ୟକୁ ନଜଣାଇ ଦୁଇଟି ପାଣ୍ଠିକୁ…

ନିଖୋଜର ୪ ଦିନ ପରେ ମିଳିଲେ ଢେଙ୍କାନାଳ ବିବି ହାଇସ୍କୁଲର ଦୁଇ ଛାତ୍ର, ଭୁବନେଶ୍ୱର ରେଳ ଷ୍ଟେସନରୁ ଠାବ କରିଛି ରେଲୱେ…

ଢେଙ୍କାନାଳ: ନିଖୋଜର ୪ ଦିନ ପରେ ମିଳିଲେ ଢେଙ୍କାନାଳ ବିବି ହାଇସ୍କୁଲର ଦୁଇ ଛାତ୍ର । ଭୁବନେଶ୍ୱର ରେଳ ଷ୍ଟେସନରୁ ରେଲୱେ ପୋଲିସ ସେମାନଙ୍କୁ ଠାବ କରିଛି । ନିଖୋଜ ଛାତ୍ର ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା ଗୁଡ଼ିଆନାଳି ଅଞ୍ଚଳର । ଗତ ରବିବାର ଢେଙ୍କାନାଳ ଷ୍ଟାଡିୟମକୁ ଖେଳିବାକୁ ଯାଇ ନିଖୋଜ…

ଆଜି କଂଗ୍ରେସ ପକ୍ଷରୁ ୨୪ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା, ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ

ମାଲକାନଗିରି: ଆଜି କଂଗ୍ରେସର ମାଲକାନଗିରି ବନ୍ଦ ଡାକରା। ଜିଲ୍ଲାପାଳଙ୍କ PAଙ୍କ ମୃତ୍ୟୁ,ବିଭିନ୍ନ ଦୁର୍ନୀତି ତଦନ୍ତ ଦାବି ଓ ଜିଲ୍ଲାପାଳଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର,ସ୍କୁଲ ଓ କଲେଜ ବନ୍ଦ ରହିଛି। କର୍ମୀମାନେ…

ଆଜିଠୁ ରାଜ୍ୟକୁ ପୁଣି ଲେଉଟିବ ଜାଡ଼, ଆସନ୍ତା ୧୨ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା…

ଭୁବନେଶ୍ବର: ଆଜିଠୁ ରାଜ୍ୟକୁ ପୁଣି ଲେଉଟିବ ଜାଡ଼ । ରାତିରେ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ । ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ସମ୍ଭାବନା ରହିଛି । ଫଳରେ ଅଧିକ ଶୀତ ଅନୁଭୂତ ହେବ । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,…

ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ପରିଶ୍ରମ ଅନୁସାରେ ଫଳ ମିଳି ନ ପାରେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ବୃଷ : ଭାବିଥିବା କାମ ପୂରା ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା।…