ନିଖୋଜର ୪ ଦିନ ପରେ ମିଳିଲେ ଢେଙ୍କାନାଳ ବିବି ହାଇସ୍କୁଲର ଦୁଇ ଛାତ୍ର, ଭୁବନେଶ୍ୱର ରେଳ ଷ୍ଟେସନରୁ ଠାବ କରିଛି ରେଲୱେ ପୋଲିସ

ଢେଙ୍କାନାଳ: ନିଖୋଜର ୪ ଦିନ ପରେ ମିଳିଲେ ଢେଙ୍କାନାଳ ବିବି ହାଇସ୍କୁଲର ଦୁଇ ଛାତ୍ର । ଭୁବନେଶ୍ୱର ରେଳ ଷ୍ଟେସନରୁ ରେଲୱେ ପୋଲିସ ସେମାନଙ୍କୁ ଠାବ କରିଛି । ନିଖୋଜ ଛାତ୍ର ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା ଗୁଡ଼ିଆନାଳି ଅଞ୍ଚଳର । ଗତ ରବିବାର ଢେଙ୍କାନାଳ ଷ୍ଟାଡିୟମକୁ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ ବିବି ହାଇସ୍କୁଲର ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.