Below header

ଶ୍ରୀମନ୍ଦିର ମହାପ୍ରଭୁଙ୍କ ହୁଣ୍ଡି ଟଙ୍କାକୁ ନେଇ ପ୍ରଶ୍ନ, ଆଦାୟ ହୋଇଥିବା ୧୦୦ କୋଟିରୁ ଅଧିକ ଅର୍ଥ ଘରୋଇ ବ୍ୟାଙ୍କରେ ଜମା କରାଯାଇଥିବା ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା ଘରୋଇ ବ୍ୟାଙ୍କରେ ଜମାକୁ ନେଇ ପ୍ରଶ୍ନ ଉଠିଛି । ହୁଣ୍ଡିରୁ ଆଦାୟ ହୋଇଥିବା ୧୦୦ କୋଟିରୁ ଅଧିକ ଟଙ୍କାକୁ ଏକ ଘରୋଇ ବ୍ୟାଙ୍କରେ ଜମା କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ଅର୍ଥ ସବ୍‌ କମିଟିର ସଦସ୍ୟକୁ ନଜଣାଇ ଦୁଇଟି ପାଣ୍ଠିକୁ ଗୋଟିଏ ବ୍ୟାଙ୍କରେ ଜମା କରାଯାଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.