Below header

ଆଜି ବିଶ୍ୱ ହିନ୍ଦୀ ଦିବସ, ଜାଣନ୍ତୁ ପ୍ରଥମେ କେବେ ହୋଇଥିଲା ହିନ୍ଦୀ ସମ୍ମିଳନୀ

ପ୍ରତ୍ୟେକ ବର୍ଷ ଆଜି ଦିନ ଅର୍ଥାତ ୧୦ ଜାନୁଆରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହି ଦିନଟି ହିନ୍ଦୀ ପ୍ରେମୀଙ୍କ ଖୁବ୍‌ ଖାସ୍‌। କାରଣ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଭାଷା ମଧ୍ୟରେ ହିନ୍ଦୀ ଭାଷା ଆସିଥାଏ। ୨୦୦୬ ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୦ ଜାନୁଆରୀ…

ସମ୍ବଲପୁର ଏସ୍‌ପିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଫସିଲେ ନାବାଳକ, ପୂର୍ବରୁ ଏମିତି କରି ଯାଇସାରିଛନ୍ତି…

ସମ୍ବଲପୁର: ସମ୍ବଲପୁର ଏସ୍‌ପିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଫସିଲେ ନାବାଳକ । ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଥାର୍ଡ ପାର୍ଟି ଜରିଆରେ ଜଣେ ବ୍ୟବସାୟୀଙ୍କଠାରୁ ଲାପ୍‌ଟପ୍‌ ଠକେଇ କରିଥିବା ଅଭିଯୋଗ ପରେ ନାବାଳକକୁ ଧରିଛି ପୋଲିସ । ପୂର୍ବରୁ ଏହି ନାବାଳକ ସମ୍ବଲପୁର ଜିଲ୍ଲାପାଳ,…

ଟାଟା ଗ୍ରୁପ୍‌ ପାଇଁ ଆଶ୍ୱସ୍ତି, NCLAT ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ପାଇଁ ଆଶ୍ୱସ୍ତି । NCLAT ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍‌ସର ଅଧ୍ୟକ୍ଷ ନିଯୁକ୍ତ କରିବାକୁ NCLAT ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । NCLAT ରାୟ ବିରୋଧରେ…

ହ୍ରିତ୍ୱିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଜୈନ, ସେୟାର କଲେ ଏହି ସ୍ପେଶାଲ ଫଟୋ

ବଲିଉଡ୍‌ର ସୁପରଷ୍ଟାର ହ୍ରିତ୍ୱିକ୍‌ ରୋସନ ଆଜି ନିଜର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି। ଜନ୍ମଦିନରେ ତାଙ୍କର ପ୍ରଥମ ପତ୍ନୀ ସୁଜୈନ ସ୍ୱତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସୁଜୈନ ହ୍ରିତ୍ୱିକ୍‌ ଙ୍କ ସହ ତାଙ୍କର ଦୁଇ ପୁଅଙ୍କ ସହ ଅନେକ ସ୍ପେଶାଲ ଫଟୋ ମଧ୍ୟ ସେୟାର…

କଳାହାଣ୍ଡି ବୋରଗୁଡ଼ା ନିକଟରେ ଗୁଳି କରି ୬ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ଚାଲିଗଲା ଜଣଙ୍କ ଜୀବନ

କଳାହାଣ୍ଡି : ଜଙ୍ଗଲ ରାସ୍ତାରେ ଆକ୍ରମଣ କରି ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ଜଣଙ୍କ ଜୀବନ । କଳାହାଣ୍ଡି ଜୁନାଗଡ଼ ଥାନା ବୋରଗୁଡ଼ା ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କପା ବିକ୍ରି ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ କ୍ଷୀତି ନାୟକ ଓ ପୁଅ…

ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଟି-୨୦, ରେକର୍ଡ଼ ଅପେକ୍ଷାରେ ବିରାଟ ଓ ବୁମରା

ପୁନେ : ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ଇନ୍ଦୋର ଠାରେ ଦ୍ୱିତୀୟ ମ୍ୟାଚ୍‌ରେ ଅତି ସହଜ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ ସିରିଜ୍‌ର ଭାଗ୍ୟ ନିର୍ଣ୍ଣୟ କରିବ ।…

ଆଲମାରୀ ପଡିଯିବାରୁ ଶିଶୁର ମୃତ୍ୟୁ, ଏବେ କମ୍ପାନୀ ଦେବ ୩୩୧ କୋଟି ଟଙ୍କା କ୍ଷତିଭରଣା

ଆଲମାରୀ ପଡି ଜଣଙ୍କର ଜୀବନ ଯିବା ଓ ପରେ କ୍ଷତି ପୂରଣ ବାବଦରେ କମ୍ପାନୀକୁ କ୍ଷତିପୂରଣ ଭରିବା ପରି ଘଟଣା ଖୁବ ବିରଳ । କିନ୍ତୁ ଏପରି ହିଁ ଏକ ସମାନ ଧରଣର ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ । ୨୦୧୭ ମସିହାରେ ୨ ବର୍ଷର ଏକ ଶିଶୁ ଡ଼ଡେକ ଉପରେ ଏକ କପଡା ଭର୍ତ୍ତି ଆଲମାରୀ ପଡିଯାଇଥିଲା । ଫଳରେ…

ହୌସଲା-୨୦୧୯ର ଚାମ୍ପିଅନ ସର୍ବଭାରତୀୟ ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ହୌସଲା-୨୦୧୯ର ଚାମ୍ପିଅନ ସର୍ବଭାରତୀୟ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା। ଓଡ଼ିଶା ଦଳ ୩୦ଟି ପଦକ ହାସଲ କରିଛି। ଏଥିରେ ୧୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଥିଲା। ଓଡ଼ିଶା ଦଳର ଏହି ବିଜୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି।…

ପଡିବ ଧନୁଯାତ୍ରାର ଯବନିକା, ୧୧ ଦିନର ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ

ବରଗଡ: ଆଜି ପଡିବ ଧନୁଯାତ୍ରାର ଯବନିକା । ୧୧ ଦିନର ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ଆଜି ଅନ୍ତିମ ଦିନରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, ଚାଣୁର ,ମୁସ୍ତିକ ଆଦି ଅଷ୍ଟ ମଲ୍ଲ ବଧ, ମଥୁରା କାରାଗାରାରୁ ଦେବକି ଓ ବସୁଦେବଙ୍କୁ ମୁକ୍ତି ଆଦି କାଯ୍ୟର୍କ୍ରମ…

+୨ ପାସ୍‌ କରିଥିବା ବିଦ୍ୟାର୍ଥୀଙ୍କ ପାଇଁ ଚାକିରିର ସୁବର୍ଣ୍ଣ ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

କର୍ମଚାରୀ ଚୟନ ଆୟୋଗ (SSC) ଦ୍ୱାରା ବର୍ଷ ୨୦୨୦ରେ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ସ୍ତର (CHSL- Combine Higher Secondary Level) ରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜିତ ହେବାକୁ ଯାଉଛି। ସୂଚନା ମୁତାବକ ଏହି ପରୀକ୍ଷା ମାଧ୍ୟମରେ ଚୟନ ହୋଇଥିବା ପାର୍ଥୀମାନଙ୍କୁ କେନ୍ଦ୍ର ସରକାରଙ୍କ ଭିନ୍ନ…

ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ କି? ବ୍ୟବହାର କରନ୍ତୁ ଏହି ୪ଟି ଫେସ୍‌ପ୍ୟାକ୍‌

ଶୀତଦିନେ ଥଣ୍ଡା ପବନ ଯୋଗୁ ଅଧିକାଂଶ ଲୋକମାନଙ୍କର ତ୍ୱଚା ଶୁଷ୍କ ହୋଇଯାଇଥାଏ। ଏହିକାରଣରୁ ଶୀତ ଦିନେ ଅଧିକାଂଶ ସମୟ ତ୍ୱଚା ଉପରେ ଧ୍ୟାନ ଦେବା ଆବଶ୍ୟକ, ଯେପରି ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବେ। ଆଜି ଆମେ ଆପଣଙ୍କୁ ଏଭଳି ୪ଟି ଫେସ୍‌ ମାକ୍ସ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କ…

କଳାହାଣ୍ଡି: ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଆଉ ପଡିବନି ପଶୁବଳି, ହାଇକୋର୍ଟଙ୍କ ରାୟ ପରେ ଦେଖାଦେଇଛି ଅସନ୍ତୋଷ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ଆଉ ପଡିବନି ପଶୁବଳି। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯଦି ପୀଠରେ ପଶୁବଳି ପଡିବ ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଦାୟୀ ରହିବେ। ମାଆଙ୍କ ନିକଟରେ ସମର୍ପଣ…