ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ୧୮ ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ୧୮ ଜଣ ଗିରଫ । ୧୮ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍‌ ପୋଲିସ । ଏହା ସହ ୫ଟି ବାଇକ୍‌ ଜବତ ହୋଇଛି । ଗତକାଲି ସଂଧ୍ୟାରେ ୨୦ରୁ ୨୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ୍‌…

ଇରାନ ଉପରେ ଆମେରିକାର ନୂଆ ଅର୍ଥନୈତିକ କଟକଣା, ବୈଦେଶିକ ନୀତି ଓ ଅର୍ଥ ବ୍ୟାପାର ନେଇ ଲାଗିଲା ନୂଆ ପ୍ରତିବନ୍ଧକ

ମିସାଇଲ ଆକ୍ରମଣ ପରେ ଇରାନ ଉପରେ ଆମେରିକାର ନୂଆ ଅର୍ଥନୈତିକ କଟକଣା। ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଆମେରିକା ବୈଦେଶିକ ନୀତି ଓ ଅର୍ଥ ବ୍ୟାପାର ନେଇ ନୂଆ ପ୍ରତିବନ୍ଧକ ଲଗାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଓ ଅର୍ଥମନ୍ତ୍ରୀ ଷ୍ଟିଭେନ…

ନୟାଗଡ଼: ଓଡ଼ଗାଁ କରଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ମୃତ

ନୟାଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ନୟାଗଡ଼ ଓଡ଼ଗାଁ ଥାନା କରଡ଼ା ନିକଟରେ ଘଟିଛି ଦୁର୍ଘଟଣା। କାରଟି ଭୁବନେଶ୍ୱରରୁ ନନ୍ଦିଘୋର ଫେରିବା ବେଳେ କରଡ଼ା ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ କାର ଡ୍ରାଇଭର ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ନନ୍ଦୀଘୋର ନୋଳିଆ…

କଂସ ବଧ ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ୧୧ ଦିନ ଧରି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା…

ବରଗଡ଼: କଂସ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ବିଶ୍ୱରେ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ମହାନାଟକର ପଡିଛି ଯବନିକା । ଭଣଜା କୃଷ୍ଣ ହାତରେ ମାମୁ କଂସର ବଧରେ ଯାତ୍ରା ଶେଷ ହୋଇଛି । ଏହାପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା…

ରାଜ୍ୟକୁ ପୁଣି ଲେଉଟିଲା ଶୀତ: ପାଣିପାଗ ବିଭାଗର ଆକଳନ, ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ

ଭୁବନେଶ୍ବର : ରାଜ୍ୟକୁ ପୁଣି ଲେଉଟିଲା ଶୀତ। ଗତକାଲିର କୋହଲା ପାଗ ହଟିବା ପରେ ଆଜି ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ। ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ସମ୍ଭାବନା ରହିଛି। ଫଳରେ ଅଧିକ…

ଉତ୍ତରପ୍ରଦେଶ କନୌଜରେ ଦୁର୍ଘଟଣା ପରେ ଜଳିଗଲା ସ୍ଲିପର ବସ୍‌, ୨୦ରୁ ଅଧିକ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ କନୌଜରେ ବଡ଼ ଧରଣର ଦୁର୍ଘଟଣା । ଏକ ସ୍ଲିପର ବସ୍‌ ଦୁର୍ଘଟଣା ପରେ ଜଳି ଯିବାରୁ ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବସ୍‌ରେ ପାଖାପାଖି ୭୦ ଜଣ ଯାତ୍ରୀ ଥିଲେ । ଅନ୍ୟମାନେ ବସ୍‌ରୁ ଡେଇଁ ପଡ଼ିଥିଲେ । ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ସ୍ନେହୀଜନମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ …

ଢେଙ୍କାନାଳ: ଏତଲା ନ ରଖିବା ପଡିଲା ମହଙ୍ଗା, କାମାକ୍ଷାନଗର କଙ୍କଡ଼ାହାଡ ASI ଯଶୋବନ୍ତ ପୃଷ୍ଟି ହେଲେ ନିଲମ୍ବିତ

ଢେଙ୍କାନାଳ(କେନ୍ୟୁଜ୍): ଏତଲା ନ ରଖିବା ପଡିଲା ମହଙ୍ଗା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡ଼ାହାଡ ASI ଯଶୋବନ୍ତ ପୃଷ୍ଟି ନିଲମ୍ବିତ । ଡିସେମ୍ବର ୧୩ ତାରିଖରେ ବବିତା ନାମକ ଜଣେ ମହିଳାଙ୍କୁ କେହି ମାଡ ମାରିଥିଲେ । ଏ ନେଇ ବବିତା ଓ ତାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।…

ଶ୍ରୀଲଙ୍କା ବିପକ୍ଷରେ ଦମ୍‌ଦାର ବିଜୟ ସହ ଟି-୨୦ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ପୁନେ : ବଢ଼ିଆ ବ୍ୟାଟିଂ ପରେ ବଢ଼ିଆ ବୋଲିଂ । ଶ୍ରୀଲଙ୍କାକୁ ଶେଷ ମ୍ୟାଚ୍‌ରେ ୭୮ ରନ୍‌ରେ ହରାଇ ଭାରତ ୨-୦ରେ ଜିତିଲା ଟି-୨୦ ସିରିଜ୍‌ । ୬ ଓ୍ଵିକେଟ୍‌ରେ ୨୦୧ ରନ୍‌ କରିବା ପରେ ଭାରତ ବିପକ୍ଷ ଶ୍ରୀଲଙ୍କା ଦଳକୁ ୧୫.୫ ଓଭରରେ ମାତ୍ର ୧୨୩ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଛି । ଶ୍ରୀଲଙ୍କା…

ଭୁବନେଶ୍ବର: ସଂଧ୍ୟାରେ ମାକେର୍ଟ ବିଲ୍ଡିଂରେ ଘଟାଇଥିଲେ ଆତଙ୍କ ରାଜ୍, କେଇ ଘଣ୍ଟାରେ ଦୁଇଜଣଙ୍କୁ ଧରିଲା କମିଶନରେଟ…

ଭୁବନେଶ୍ବର(କେନ୍ୟୁଜ୍): ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ସନ୍ଧ୍ୟା ସମୟରେ ମାର୍କେଟ ବିଲ୍ଡିଂରେ ପାଖପାଖି ୩୦ରୁ ଅଧିକ ସଶସ୍ତ୍ର ମୁଖା ପିନ୍ଧା ଦୁର୍ବୃତ୍ତ ପଶିଆସି ଘଟାଇଥିଲେ ମାରପିଟ୍। ଦଳବଳ ଧରି ଆସିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ…

ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ମମାଲାରେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଗିରଫ

କୋରାପୁଟ(କେନ୍ୟୁଜ୍):   ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ମମାଲାରେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଗିରଫ । ପ୍ରମୋଦଙ୍କୁ କଟକରୁ ଗିରଫ କରିଛି ସ୍ୱତନ୍ତ୍ର ତଦନ୍ତାକାରୀ ଟିମ । ଏଥିସହ ଅଫିସ ପିଅନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏଥିସହ ଏହି ଘଟଣାରେ…

ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଜନସାଧାରଣଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଫୋନ ଯୋଗେ ହିତାଧିକାରୀଙ୍କ ଫିଡବ୍ୟାକ ନେବେ । ରାଜ୍ୟର…