Below header

ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ମମାଲାରେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଗିରଫ

କୋରାପୁଟ(କେନ୍ୟୁଜ୍):   ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ମମାଲାରେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଗିରଫ । ପ୍ରମୋଦଙ୍କୁ କଟକରୁ ଗିରଫ କରିଛି ସ୍ୱତନ୍ତ୍ର ତଦନ୍ତାକାରୀ ଟିମ । ଏଥିସହ ଅଫିସ ପିଅନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏଥିସହ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଡିସେମ୍ବର ୮ ତାରିଖରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଡିଇଓଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ । ଏଥିସହ ସୁଇସାଇଡ ନୋଟରେ ମୃତ୍ୟୁ ପାଇଁ ୭ ଜଣଙ୍କୁ ଦାୟୀ କରିଥିଲେ । ଘଟଣା ପରେ ସମସ୍ତ ଫେରାର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.