ଟ୍ରୋଲ ହେଲେ ପ୍ରିୟଙ୍କା, ସୋସିଆଲ ମିଡିଆରେ ଏଭଳି କମେଣ୍ଟ ଦେଲେ ଦର୍ଶକ

ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ନିଜର ନାଁ ରୋସନ୍‌ କରିସାରିଛନ୍ତି। ତାଙ୍କର ଅଭିୟନ ଏବଂ ଫ୍ୟାସନ ଶୈଳୀ ଉଭୟ ନିଆରା। କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ନିଜର ଏକ ଡ୍ରେସ୍‌ କାରଣରୁ ଟ୍ରୋଲ ହୋଇଛନ୍ତି। ସୂଚନା ମୁତାବକ ପ୍ରିୟଙ୍କା kukhareva ର…

ଭୁଲରେ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ମିସାଇଲ ଦ୍ୱାରା ଖସାଇଥିବା ନେଇ ସ୍ୱୀକାର କଲା ଇରାନ

ଇରାନ ହିଁ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ମିସାଇଲ ଦ୍ୱାରା ଖସାଇଥିଲା। ତେବେ ଏହା ଅପ୍ରତ୍ୟାଶିତ ଥିଲା ବୋଲି ଇରାନ କହିଛି। ୟୁକ୍ରେନ ବିମାନ ଦୁର୍ଘଟଣା ପଛରେ ଇରାନର ସଂପୃକ୍ତି ନେଇ ଆମେରିକା ସମେତ ୪ଟି ରାଷ୍ଟ୍ର ଦାବି କରିବା ପରେ ଶେଷରେ ଏହାକୁ ସ୍ୱୀକାର କରିଛି ଇରାନ। ମିସାଇଲ ଦ୍ୱାରା…

୨୦୨୦ ମସିହାରେ ବଜାରକୁ ଆସିବ ଏହି ସବୁ ଅତ୍ୟାଧୁନିକ ଗାଜେଟସ, ଯାହା ବଦଳାଇ ଦେବ ଆପଣଙ୍କ ଜୀବନ ଶୈଳୀ

ସବୁ ବର୍ଷ ପରି ଏବର୍ଷ ମଧ୍ୟ କନ୍ସ୍ୟୁମର ଇଲେକ୍ଟ୍ରୋନିକ ସୋ' (CES)ରେ କେତେକ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଉପକରଣକୁ ଲୋକଲୋଚନକୁ ଅଣାଯାଇଛି । ଏହି ଇଲେକ୍ଟ୍ରୋନିକ ମେଳାରେ ଅନେକ ଉପକରଣକୁ ଲୋକଲୋଚନକୁ ଅଣାଯାଇଛି । ତାମଧ୍ୟରୁ ଆମେ କେତେଟି ଅତ୍ୟାଧୁନିକ ଉପକରଣ ବିଷୟରେ ଆଜି ଆମେ ଆପଣଙ୍କୁ…

ଆଜିଠୁ ୩୧ତମ ସଡ଼କ ସୁରକ୍ଷା ସପ୍ତାହ, ମନ୍ତ୍ରୀ ସମୀର ଦାଶ ପତାକା ଦେଖାଇ କଲେ ଉଦ୍‌ଘାଟନ

ଭୁବନେଶ୍ୱର: ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ । ଭୁବନେଶ୍ୱରରେ ମନ୍ତ୍ରୀ ସମୀର ଦାଶ ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏଥିରେ ପରିବହନ କମିସନର ସଞ୍ଜୀବ ପଣ୍ଡା, ଟ୍ରାଫିକ ଡିସିପି ସାଗରିକା ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆଜି କିଟ୍‌ ଠାରେ ଏକ ସଚେତନତା ପଦଯାତ୍ରା…

ଚାକିରି ସରିବା ପରେ ଯଦି ଆପଣ ଗ୍ରାଚୁଇଟି ଟଙ୍କା ପାଇବା ପାଇଁ ଉପାୟ ଖୋଜୁଛନ୍ତି ତେବେ ପଢନ୍ତୁ ଏହି ଆର୍ଟିକିଲ୍‌

ଯେଉଁ କର୍ମଚାରୀମାନେ ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏକ କମ୍ପାନୀରେ କାମ କରିଥାନ୍ତି ସେହି ବ୍ୟକ୍ତିଙ୍କୁ ନିଯୁକ୍ତି ଦ୍ୱାରା ଗ୍ରାଚୁଇଟି ରାଶି ଦିଆଯାଇଥାଏ। ପେମେଣ୍ଟ ଅଫ୍‌ ଗ୍ରାଚୁଇଟି ଆକ୍ଟ ୧୯୭୨ ମାଧ୍ୟମରେ କର୍ମଚାରୀଙ୍କୁ ଗ୍ରାଚୁଇଟି ଦିଆଯାିଥାଏ। ରିପୋର୍ଟ ଅନୁଯାୟୀ ଏହି ରାଶି…

ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପ୍ ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା, ପୁରସ୍କାର ବିତରଣ ସମୟରେ ମହିଳା…

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆୟୋଜିତ ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପର ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା। ପ୍ରତିଯୋଗିତାର ପୁରସ୍କାର ବିତରଣ ସମୟରେ ଷ୍ଟେଜ୍ ଉପରେ ଜଣେ ମହିଳା ସ୍ୱେଚ୍ଛାସେବୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ…

ଶେଷ ହୋଇଛି ତ୍ରୟୋଦଶ ବାର୍ଷିକ ମହୋଦଧି ଆରତୀ, ଯୋଗ ଦେଲେ ବିଭିନ୍ନ ମଠର ସାଧୁସନ୍ଥ

ପୁରୀ: ଶେଷ ହୋଇଛି ତ୍ରୟୋଦଶ ବାର୍ଷିକ ମହୋଦଧି ଆରତୀ । ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ମହାରାଜା ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମହୋଦଧି ବନ୍ଦାପନା ସହ ଆରତୀ କରିଛନ୍ତି । ପ୍ରତିବର୍ଷ ପୌଷ ପୂର୍ଣ୍ଣିମାରେ ମହୋଦଧି ଆରତୀ କରାଯାଏ । ସକାଳେ ନାମ ସଙ୍କୀର୍ତ୍ତନ,…

ଶନିବାର ଦିନ ଜପ କରନ୍ତୁ ଏହି ୫ଟି ମନ୍ତ୍ର, ନିଶ୍ଚିତ ପୂରଣ ହେବ ମନୋସ୍କାମନା

ଶନିଦେବ ଏକମାତ୍ର ଏଭଳି ଦେବତା, ଯାହାଙ୍କୁ ପ୍ରାୟତଃ ଲୋକମାନେ ଭୟ କରିଥାନ୍ତି। ବିଶେଷ ରୂପେ ଧରିତ୍ରୀବାସୀ କୌଣସସି ଦେବା-ଦେବୀଙ୍କ ପୂଜା କରନ୍ତୁ ବା ନକରନ୍ତୁ କିନ୍ତୁ ଶନିବାର ଦିନ ଶନିବାର ଯିବା ପାଇଁ କେବେ ଭୁଲି ନଥାନ୍ତି। ଶନି ଭଗବାନ ଦାନ ନେଉଥିବା ଲୋକଙ୍କ ଶଦ୍ଦ ଶୁଣିବା ମାତ୍ରେ ହିଁ…

ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ୧୮ ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ୧୮ ଜଣ ଗିରଫ । ୧୮ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍‌ ପୋଲିସ । ଏହା ସହ ୫ଟି ବାଇକ୍‌ ଜବତ ହୋଇଛି । ଗତକାଲି ସଂଧ୍ୟାରେ ୨୦ରୁ ୨୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ୍‌…

ଇରାନ ଉପରେ ଆମେରିକାର ନୂଆ ଅର୍ଥନୈତିକ କଟକଣା, ବୈଦେଶିକ ନୀତି ଓ ଅର୍ଥ ବ୍ୟାପାର ନେଇ ଲାଗିଲା ନୂଆ ପ୍ରତିବନ୍ଧକ

ମିସାଇଲ ଆକ୍ରମଣ ପରେ ଇରାନ ଉପରେ ଆମେରିକାର ନୂଆ ଅର୍ଥନୈତିକ କଟକଣା। ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଆମେରିକା ବୈଦେଶିକ ନୀତି ଓ ଅର୍ଥ ବ୍ୟାପାର ନେଇ ନୂଆ ପ୍ରତିବନ୍ଧକ ଲଗାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଓ ଅର୍ଥମନ୍ତ୍ରୀ ଷ୍ଟିଭେନ…

ନୟାଗଡ଼: ଓଡ଼ଗାଁ କରଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ମୃତ

ନୟାଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ନୟାଗଡ଼ ଓଡ଼ଗାଁ ଥାନା କରଡ଼ା ନିକଟରେ ଘଟିଛି ଦୁର୍ଘଟଣା। କାରଟି ଭୁବନେଶ୍ୱରରୁ ନନ୍ଦିଘୋର ଫେରିବା ବେଳେ କରଡ଼ା ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ କାର ଡ୍ରାଇଭର ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ନନ୍ଦୀଘୋର ନୋଳିଆ…

କଂସ ବଧ ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ୧୧ ଦିନ ଧରି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା…

ବରଗଡ଼: କଂସ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ବିଶ୍ୱରେ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ମହାନାଟକର ପଡିଛି ଯବନିକା । ଭଣଜା କୃଷ୍ଣ ହାତରେ ମାମୁ କଂସର ବଧରେ ଯାତ୍ରା ଶେଷ ହୋଇଛି । ଏହାପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା…