ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଦେବନୀତି ହେବ କି ନାହିଁ, ପାଞ୍ଜି କଣ କହୁଛି

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଓଡ଼ିଶା ସମେତ ସମଗ୍ର ଭାରତ ଓ ବିଶ୍ୱର ଅନେକ ଦେଶରେ ଦେଖାଯିବ ଚନ୍ଦ୍ର ଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ ମିନିଟ୍‌ରୁ ୧୧ ତାରିଖ ଭୋର୍‌ ୨ଟା ୪୨ ମିନିଟ୍‌ରେ ସର୍ବ ମୋକ୍ଷ ହେବ ।ପ୍ରାୟ ୪ ଘଣ୍ଟା ଧରି ଆକାଶରେ ଚାଲିବ…

ଯାଜପୁର: ନୀଳାଚଳ ଘରୋଇକରଣକୁ ବିରୋଧ, ଆସନ୍ତାକାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ମିଳିତ…

ଯାଜପୁର ରୋଡ(କେନ୍ୟୁଜ୍): ନୀଳାଚଳ ଗତି କୁଆଡେ। ଆଗକୁ କଣ। ନୂଆ ଅଂଶୀଦାର କିଏ ହେବ। ଘରୋଇ ସଂସ୍ଥା ହାତାକୁ ଯିବ କି। କେନ୍ଦ୍ର ସରକାରୀ ଉଦ୍ୟୋଗର ପୁଞ୍ଜି ପ୍ରତ୍ୟାହାର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ। ଏଠାରେ କାମ କରୁଛନ୍ତି ପ୍ରାୟ ୩ ହଜାର ଶ୍ରମିକ ଓ କର୍ମଚାରୀ। ପରୋକ୍ଷରେ ଶିଳ୍ପ…

ସିଆରପି ଛକରେ ଥିବା ମୁଣ୍ଡା ସାହି ବସ୍ତିରେ ଫାଟିଲା ଗ୍ୟାସ ଟାଙ୍କି, ୬ ଆହତ ୨ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ସିଆରପି ଛକରେ ଥିବା ମୁଣ୍ଡାସାହି ବସ୍ତିରେ ଗ୍ୟାସ ଟାଙ୍କି ଲିକ ହୋଇ ଲାଗିଲା ନିଆଁ। ଏହି ଘଟଣାରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାର ଜଣାପଡିଛି।  ଗୁରୁତର ଆହତ ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର  କରାଯାଇଥିବାର…

କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ, ନିଷ୍ପତ୍ତି ନେଇଛନ୍ତି…

କେନ୍ୟୁଜ୍(ବ୍ୟୁରୋ):କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ପଦୋନ୍ନତି ଅଦାଲତ ଗଠନ । ରାଜ୍ୟ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ବିଭାଗର ପ୍ରଶାସନିକ…

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ମିଳିଲାନି ଖାଦ୍ୟ, ଜିଅନ୍ତା ପାରା ଖାଇ ମେଣ୍ଟାଇଲେ ଭୋକ

ଝାଡଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରାଜେନ୍ଦ୍ର ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରିମ୍ସ (RIMS) ରେ ମାନସିକ ରୂପେ ବିକ୍ଷିପ୍ତ ଥିବା ଜଣେ ମହିଳାଙ୍କୁ ଖାଦ୍ୟ ନମିଳିବାରୁ ଜିଅନ୍ତା ପାରାକୁ ମାରି ଖାଇ ନିଜର ଭୋକ ମେଣ୍ଟାଇଛନ୍ତି। ଯାହାର ଭିଡିଓ…

ଟିକଟକ୍ ଜାରି କଲା ଆଡଭାଇଜରୀ, ଗାଇଡଲାଇନ୍‌ ନବୁଝିଲେ ବନ୍ଦ କରିଦିଆଯିବ ଆକାଉଣ୍ଟ

ଭିଡିଓ ଆଧାରିତ ସୋସିଆଲ ମିଡିଆ କମ୍ପାନୀ ଟିକଟକ୍‌ ନିଜ ମଞ୍ଚରୁ ଧାର୍ମିକ, ରାଷ୍ଟ୍ରିୟତା ଆଦି ଆଧାର ଉପରେ କୌଣସି ବ୍ୟକ୍ତି ବା ସମୂହଙ୍କ ପ୍ରତି ହିଂସା ପ୍ରଦର୍ଶନ ବାହାର କରିବା ନେଇ ଗତ ବୁଧବାର ଦିନ ସୂଚନା ଜାରି କରିଛି। କମ୍ପାନୀ ଚାହୁଁଛି ଉପଭୋକ୍ତାମାନେ ଟିକଟକ୍‌ ର ଗାଇଡଲାଇନ୍‌ ବୁଝନ୍ତୁ…

ଶିକ୍ଷକଙ୍କ ଖରା ଛୁଟି ହୋଇନାହିଁ ବାତିଲ, ଏହାକୁ କରାଯାଉଛି ଗୁଜବ, ସ୍ପଷ୍ଟି କରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍(ବ୍ୟୁରୋ):  ଏଣିକି ଖରାଛୁଟିରେ ଦୁର୍ବଳ ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ ନେବେ ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ। ଉଜ୍ଜ୍ୱଳ, ଉତ୍‌ଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢ଼ାଇବେ । ଛୁଟି ସମୟରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ରୋଟେସନ ଡ୍ୟୁଟି ପଡ଼ିଥାଏ। ସେହି ସମୟରେ…

ବିଦ୍ୟୁତ ବିଲ୍‌ ନଦେଲେ ଅନ୍ଧାରରେ ରହିବେ, ବିଜୁଳି କାଟ ପାଇଁ ଚିହ୍ନଟ ହୋଇଛି ୧୧ ହଜାର ୩୯୭ଟି ଗାଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସେସୁର କଡ଼ା ଚେତାବନୀ । ଜାନୁଆରି ୧୫ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ ନକଲେ ବିଦ୍ୟୁତ କାଟ୍‌ । ବିଲ୍‌ ନ ଦେଲେ ଅନ୍ଧାରରେ ରହିବେ । ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେସୁର ସିଇଓ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏନେଇ…

୧୫ଦିନ ଧାରଣା ପରେ ସରକାରୀ ସ୍ତରରେ ହେଲା ନାହିଁ ଆଲୋଚନା, ନବୀନ ନିବାସ ଯିବାବେଳେ ୬୦ରୁ ଅଧିକ ନବନିର୍ମାଣ କୃଷକ ଗିରଫ

କେନ୍ୟୁଜ୍(ବ୍ୟୁରୋ):୬୦ରୁ ଅଧିକ ନବନିର୍ମାଣ କୃଷକ ଗିରଫ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସମ୍ମୁଖରୁ ଗିରଫ କଲା ପୋଲିସ । ଗିରଫ ବେଳେ ପୋଲିସ ସହ କିଛି ସମୟ ଧସ୍ତାଧସ୍ତି ହୋଇଥିଲେ ବିକ୍ଷୋଭକାରୀ । ପୁରୁଣା ଦାବି ପ୍ରେଷ୍ଟିଜ ପ୍ରାଇସ ଓ ପେନସନ ଦାବି ସହ କାଳିଆ ଓ କିଷାନ୍‌ ଯୋଜନା ମିଶିବାକୁ…

ରିଲିଜ୍‌ ହେଲା ‘ଜଓ୍ଵାନୀ ଜାନେମନ’ର ଟ୍ରେଲର, ନିଆରା ଅନ୍ଦାଜ୍‌ରେ ନଜର ଆସିଲେ ଆଲିୟା

ସୈଫ୍‌ ଅଲୀ ଖାନ୍‌, ତବ୍ଦୁ ଏବଂ ଆଲିୟାଙ୍କ ଅଭିନୀତ ଫିଲ୍ମ ‘ଜଓ୍ଵାନୀ ଜାନେମନ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମ ମାଧ୍ୟମରେ ଆକ୍ଟ୍ରେସ୍‌ ପୂଜା ବେଦୀଙ୍କ ଝିଅ ଆଲିୟା ଫର୍ଣ୍ଣିଚରଓ୍ଵାଲା ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ରିଲିଜ୍‌ ହୋଇଥିବା ଟ୍ରେଲରରେ ତିନି ଜଣ ଷ୍ଟାରଙ୍କର…

କଟକ: ଷଣ୍ଢପୁର ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବାହାରିଲା ବୁଢୀଆଣି ପୋକ, ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ

କଟକ(କେନ୍ୟୁଜ୍):ମଧ୍ୟାହ୍ନ ଭୋଜନରେ ବୁଢୀଆଣି ପୋକ। ଫଳରେ ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ। କଟକ ୩ ନମ୍ବର ଷଣ୍ଢପୁର ୟୁପି ସ୍କୁଲରେ ଏହି ଅଘଟଣ ଘଟିଛି। ପାଖାପାଖି ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସା ପାଇଁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି।…

ନୂଆପଡ଼ା: ଅର୍ଥାଭାବ ସାଜିିଛି ବଇରୀ, ସଡ଼କ ଦୁର୍ଘଟଣାରେ ଆଘାତ ପାଇ ଜୀବନ ମରଣ ସହ ଜୁଝୁଛନ୍ତି ତ୍ରିଲୋଚନ

ନୂଆପଡ଼ା(କେନ୍ୟୁଜ୍): ସଡ଼କ ଦୁର୍ଘଟଣାରେ ଆଘାତ ପାଇ ଜୀବନ ମରଣ ସହ ଜୁଝୁଛନ୍ତି ତ୍ରିଲୋଚନ। ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ ରୋକାଲ ଗାଁର ତ୍ରିଲୋଚନ ମାଝୀ ଗତ ୫ ବର୍ଷ ତଳେ ସଡକ ଦୁର୍ଘଟଣାରେ ଡାହାଣ ଗୋଡ଼ରେ ଗଭୀର ଆଘାତ ପାଇଥିଲେ । ପରେ ଅର୍ଥାଭାବରୁ ସେ ଚିକିତ୍ସା କରିପାରିନଥିଲେ। ବର୍ତ୍ତମାନ ସେ…