ଟିକଟକ୍ ଜାରି କଲା ଆଡଭାଇଜରୀ, ଗାଇଡଲାଇନ୍‌ ନବୁଝିଲେ ବନ୍ଦ କରିଦିଆଯିବ ଆକାଉଣ୍ଟ

ଭିଡିଓ ଆଧାରିତ ସୋସିଆଲ ମିଡିଆ କମ୍ପାନୀ ଟିକଟକ୍‌ ନିଜ ମଞ୍ଚରୁ ଧାର୍ମିକ, ରାଷ୍ଟ୍ରିୟତା ଆଦି ଆଧାର ଉପରେ କୌଣସି ବ୍ୟକ୍ତି ବା ସମୂହଙ୍କ ପ୍ରତି ହିଂସା ପ୍ରଦର୍ଶନ ବାହାର କରିବା ନେଇ ଗତ ବୁଧବାର ଦିନ ସୂଚନା ଜାରି କରିଛି। କମ୍ପାନୀ ଚାହୁଁଛି ଉପଭୋକ୍ତାମାନେ ଟିକଟକ୍‌ ର ଗାଇଡଲାଇନ୍‌ ବୁଝନ୍ତୁ । ଏଥିସହ ଟିକଟକ୍‌ ରୁ ୧୩ ବର୍ଷରୁ କମ ବୟସର ପିିଲାମାନଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ କରିଦିଆଯିବ। ଏହାଦ୍ୱାରା ଉପଭୋକ୍ତାମାନେ ବୁଝିପାରନ୍ତୁ ଆମେ କେବେ ଏବଂ କଣ ପାଇଁ ସାମଗ୍ରୀର ପ୍ରକାଶିତ ହେବା ଉପରେ ପ୍ରତିବନ୍ଧକ ଜାରି କରୁଛୁ।

TIKTOK largeସୂଚନା ମୁତାବକ ଗତକାଲି ଠାରୁ ପ୍ରକାଶିତ ହୋଇଥିବା ସମସ୍ତ ଗାଇଡ ଲାଇନ୍‌ରେ ବ୍ୟବହାରକାରୀଙ୍କୁ ବିସ୍ତାର ରୂପେ ନୋଟିଫିକେସନ୍‌ ଜାରି କରିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.