Below header

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ମିଳିଲାନି ଖାଦ୍ୟ, ଜିଅନ୍ତା ପାରା ଖାଇ ମେଣ୍ଟାଇଲେ ଭୋକ

ଝାଡଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରାଜେନ୍ଦ୍ର ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରିମ୍ସ (RIMS) ରେ ମାନସିକ ରୂପେ ବିକ୍ଷିପ୍ତ ଥିବା ଜଣେ ମହିଳାଙ୍କୁ ଖାଦ୍ୟ ନମିଳିବାରୁ ଜିଅନ୍ତା ପାରାକୁ ମାରି ଖାଇ ନିଜର ଭୋକ ମେଣ୍ଟାଇଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରିମ୍ସ ହସ୍ପିଟାଲର ନିର୍ଦେଶକ ଡା. ଡିକେ ସିଂହଙ୍କ କହିବାନୁଯାୟୀ ମାନବୀୟ ସମ୍ବେଦନା ଥିବା ପରେ ମଧ୍ୟ ଏଭଳି ବ୍ୟକ୍ତିଙ୍କ ସାହାଯ୍ୟ କରାଯାଇପାରୁନାହିଁ।

video courtesy: aajtak

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.