Below header

ସିଆରପି ଛକରେ ଥିବା ମୁଣ୍ଡା ସାହି ବସ୍ତିରେ ଫାଟିଲା ଗ୍ୟାସ ଟାଙ୍କି, ୬ ଆହତ ୨ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ସିଆରପି ଛକରେ ଥିବା ମୁଣ୍ଡାସାହି ବସ୍ତିରେ ଗ୍ୟାସ ଟାଙ୍କି ଲିକ ହୋଇ ଲାଗିଲା ନିଆଁ। ଏହି ଘଟଣାରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାର ଜଣାପଡିଛି।  ଗୁରୁତର ଆହତ ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର  କରାଯାଇଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.